Advertisment

ଋଷଭ ପନ୍ତଙ୍କ ଦମଦାର ଶତକ: ସିରିଜ୍‌ କବଜା କଲା ଭାରତ

ଫେଲ ମାରିଥିଲେ ଟିମ୍ ଇଣ୍ଡିଆ ଟପ୍ ଅର୍ଡର।

Cricket

Cricket

Advertisment

ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଭାରତର ଦମଦାର ବିଜୟ। ତୃତୀୟ ଦିନିକିଆ ବିଜୟ ସହ ୨-୧ରେ ସିରିଜ୍ ଜିତିଲା ଭାରତ। ଋଷଭ ପନ୍ତଙ୍କ ଦମଦାର ଶତକ ଭାରତକୁ ବିଜୟ ପ୍ରଦାନ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୫୯ରନ୍  କରିଥିଲା। ୨୬୦ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଭାରତକୁ ପ୍ରଥମରୁ  ଝଟକା ଲାଗିଥିଲା। ଫେଲ ମାରିଥିଲେ ଟିମ୍ ଇଣ୍ଡିଆ ଟପ୍ ଅର୍ଡର।

Advertisment

ତେବେ ସମ୍ଭାଳି ନେଇଥିଲେ ଋଷଭ ପନ୍ଥ ଏବଂ ହାର୍ଦିକ ପାଣ୍ଡ୍ୟା ଯୋଡି। ପ୍ରଥମ ମ୍ୟାଚରେ ଭାରତ ୧୦ ଓ୍ବିକେଟରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶହେ ରନରେ ହାରିଯାଇଥିଲା। ଆଜି ତୃତୀୟ ଦିନିକିଆ ଜିତିବା ସହ ସିରିଜ୍ ଉପରେ କବଜା କରିଛି ଭାରତ।  .

Ind Vs SA Indian Cricket Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ