Advertisment

National Para Athletics Championship 2022: କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହେଲା ଟୁର୍ଣ୍ଣାମେଣ୍ଟ୍

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ-୨୦୨୨ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ପ୍ରତିଯୋଗିତା ହେଉଛି । ଏଥିରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି ।

author-image
Otv Khabar Bureau
National Para Athletics Championship 2022

National Para Athletics Championship 2022

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ-୨୦୨୨ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ପ୍ରତିଯୋଗିତା ହେଉଛି । ଏଥିରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି ।

Advertisment

ଏହି ପ୍ରତିଯୋଗିତାରେ ୭୫୮ ଜଣ ଭିନ୍ନକ୍ଷମ, ୧୫୩ ଦୃଷ୍ଟିହୀନ ଖେଳାଳିଙ୍କ ସମେତ ମୋଟ ୧୨ ଶହ ପ୍ରତିଯୋଗୀ ସାମିଲ ହୋଇଛନ୍ତି ।

୨୦୦ ଅଫିସିଆଲ୍ ଓ ୧୫୦ ଜଣ ସ୍ୱେଚ୍ଛାସେବୀ ଖେଳ ପରିଚାଳନା କରୁଛନ୍ତି ।

ତେବେ ଆସନ୍ତା ୩୧ ତାରିଖ ଯାଏଁ ଏହି ପ୍ରତିଯୋଗିତା ଚାଲିବ । ଉଦ୍‌ଘାଟନୀ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ନବର୍ନିବାଚିତ ଭୁବନେଶ୍ୱର ମେୟର ସୁଲଚନା ଦାସ, ଅର୍ଜୁନ ଆୱାଡ଼ି ଦୀପା ମଲ୍ଲିକ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଯୋଗଦେଇଥିଲେ ।

Advertisment
20th National Para Athletics Championship National Para Athletics Championship 2022
Advertisment
Advertisment