Advertisment

ଲିଫ୍ଟ ଭିତରୁ କୁନି ଝିଅର କାନ୍ଦ.. ହେ ଭଗବାନ, ମୋତେ ବଞ୍ଚାଅ...

୨୦ ମିନିଟ୍ ପରେ ଲିଫ୍ଟଟି ହଠାତ୍ ଖୋଲିବା ପରେ ଝିଅଟି ବାହାରକୁ ଆସିଥିଲା ।

ଅଦ୍ୟତନ ହୋଇଛି
Elevator

Elevator

Advertisment

ଲିଫ୍ଟ ଭିତରେ ଫସିଗଲା କୁନି ଝିଅ । ଲକ୍ଷ୍ନୌର ଏକ ବିଲ୍ଡିଂରେ ଗୋଟିଏ ୭ ବର୍ଷର ଝିଅ ୨୦ ମିନିଟ୍ ଧରି ଫସି ରହିଥିବା ଦେଖିବାକୁ ମିଳିଥିଲା । ଲକ୍ଷ୍ନୌର ଜାନକୀପୁରମ୍ ଅଞ୍ଚଳରେ ଥିବା ଜନେଶ୍ବର ଏନକ୍ଲେଭ ଆପାର୍ଟମେଣ୍ଟରେ ଝିଅଟି ଫସି ରହି  ଛଟପଟ ହୋଇଥିଲା । ତେବେ ୨୦ ମିନିଟ୍ ପରେ ଲିଫ୍ଟଟି ହଠାତ୍ ଖୋଲିବା ପରେ ଝିଅଟି ବାହାରକୁ ଆସିଥିଲା । 

Advertisment

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ