Advertisment

ସିଡ୍ କ୍ରାକର ! ଏମିତି ବାଣ ଯାହା ଫୁଟିବା ପରେ ମାଟିରେ ପଡ଼ିଲେ ଉଠିବ ଗଛ

ବାଣ ଫୁଟିବା ପରେ ଗଛ ଉଠିବ ଆଉ ସବୁଜିମା ହେବ ପରିବେଶ । ସେଥିପାଇଁ ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି ।

Seed Crackers

Seed Crackers

Advertisment

ଇଏ ହେଉଛି ନିଆରା ବାଣ । ଯାହାକି ଫୁଟିବ ସତ । କିନ୍ତୁ ଫୁଟି ସାରିବା ପରେ ଯଦି ଏହା ମାଟିରେ ପଡ଼ୁଛି । ତାହାଲେ ପର ମୂହୁର୍ତ୍ତରେ ଏହା ଗଛ ଭାବେ ଉଠିବ । କାରଣ ଏଥିରେ ରହିଛି ମଞ୍ଜି । ବାଣ ଫୁଟିବା ପରେ ଗଛ ଉଠିବ ଆଉ ସବୁଜିମା ହେବ ପରିବେଶ । ସେଥିପାଇଁ ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି । ମାଙ୍ଗଲୁରୁରେ ଏଭଳି ବାଣ ପ୍ରସ୍ତୁତ କରାଯାଉଛି ।

Advertisment

Fire Crackers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ