ଇଏ ହେଉଛି ନିଆରା ବାଣ । ଯାହାକି ଫୁଟିବ ସତ । କିନ୍ତୁ ଫୁଟି ସାରିବା ପରେ ଯଦି ଏହା ମାଟିରେ ପଡ଼ୁଛି । ତାହାଲେ ପର ମୂହୁର୍ତ୍ତରେ ଏହା ଗଛ ଭାବେ ଉଠିବ । କାରଣ ଏଥିରେ ରହିଛି ମଞ୍ଜି । ବାଣ ଫୁଟିବା ପରେ ଗଛ ଉଠିବ ଆଉ ସବୁଜିମା ହେବ ପରିବେଶ । ସେଥିପାଇଁ ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି । ମାଙ୍ଗଲୁରୁରେ ଏଭଳି ବାଣ ପ୍ରସ୍ତୁତ କରାଯାଉଛି ।