Mahashivratri : ଶିବଲିଙ୍ଗ ଉପରେ କିପରି ଚଢେଇବେ ବେଲପତ୍ର

ମହାଶିବରାତ୍ରୀରେ ଆପଣ ନିଶ୍ଚିତ ଶିବଲିଙ୍ଗରେ ବେଲପତ୍ର ଚଢେଇବେ। ଏହା ପୂର୍ବରୁ ଜାଣି ନେବା ଜରୁରୀ ଯେ ବେଲପତ୍ର କିପରି ଛିଡାଯାଏ ଓ ଶିବଲିଙ୍ଗରେ କିପରି ଚଢାଯାଏ। ଜାଣନ୍ତୁ ଏହାର ଫାଇଦା କ’ଣ..

ଶିବଲିଙ୍ଗ ଉପରେ କିପରି ଚଢେଇବେ ବେଲପତ୍ର

ମହାଶିବରାତ୍ରୀ ଭଗବାନ ଶିବଙ୍କର ପବିତ୍ର ଦିନ। ଶିବ ଶଙ୍କରଙ୍କ ପୂଜା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ବେଲପତ୍ର। ଏହା ବିନା ଭଗବାନ ଶିବଙ୍କ ଉପାସନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବଙ୍କ ଠାରେ ବେଲପତ୍ର ଚଢେଇବା ଦ୍ୱାରା ଭଗବାନ ପ୍ରସନ୍ନ ହେବା ସହ ତାଙ୍କ ମୁଣ୍ଡ ଥଣ୍ଡା ହୋଇଥାଏ।

ଶିବପୁରାଣରେ ବେଲପତ୍ରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବେ ତାଙ୍କୁ ୧ କୋଟି କନ୍ୟାଦାନର ସମାନ ପୁଣ୍ୟ ପ୍ରାପ୍ତ ହେବ। ତେବେ ଆସନ୍ତୁ ବେଲପତ୍ର ଅର୍ପଣର ନିୟମ, ବେଲପତ୍ର ଛିଣ୍ଡେଇବା ନିୟମ ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା।

ଶିବଲିଙ୍ଗରେ ବେଲପତ୍ର ଚଢେଇବାର ଧାର୍ମିକ ଭାବନା:

ବେଲପତ୍ର ଅର୍ପଣର ନିୟମ:

ବେଲପତ୍ର ଛିଣ୍ଡେଇବାର ନିୟମ: