Advertisment

ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ, ୬ ମାସ ବଢ଼ାଇଲେ ରାଜ୍ୟ ସରକାର

ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଲେ ରାଜ୍ୟ ସରକାର। ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ସରକାର।

ଅଦ୍ୟତନ ହୋଇଛି
Pradeep Jena

Pradeep Jena

Advertisment

ନିର୍ବାଚନୀ ବର୍ଷରେ ବଢ଼ିଲା ରାଜ୍ୟ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟକାଳ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର। ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ ପ୍ରଦୀପଙ୍କ କାର୍ଯ୍ୟକାଳ ବଢ଼ାଯାଇଛି । ଆସନ୍ତା ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାର ଥିଲା। ତେବେ ଏଯାଏଁ ସରକାର କାହା ନାଁ ଘୋଷଣା କରି ନ ଥିବାରୁ ବଢିିଥିଲା କଳ୍ପନାଜଳ୍ପନା । ଏବେ ଏହା ଉପରୁ ସସପେନ୍ସ ହଟାଇ ସରକାର ପ୍ରଦୀପଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢାଇ ଦେଇଛନ୍ତି । 

Advertisment

Odisha News Pradeep Jena Odisha Chief Secretary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ