Advertisment

କଂଗ୍ରେସ ନିର୍ବାଚନୀ କମିଟିରେ ନାହିଁ ତାରାଙ୍କ ନାଁ.. କାହିଁକି ?

କମିଟି ସଦସ୍ୟଙ୍କ ନଁ ଏଆଇସିସିକୁ ପଠାଇବା ବେଳେ ପିସିସି ସଭାପତି ଶରତ ପଟ୍ଟନାକୟ ତାଙ୍କୁ ଡାକି ଜଣାଇଥିବା ତାରା କହିଛନ୍ତି।

Tara Bahinipati

Tara Bahinipati

Advertisment

ଓଡ଼ିଶା ପ୍ରଦେଶ କଂଗ୍ରେସର ନିର୍ବାଚନୀ କମିଟିରେ ସ୍ଥାନ ନପାଇବା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଆଗାମୀ ୨ ଦିନ ମଧ୍ୟରେ ସବୁ ଜଣାପଡ଼ିବ ବୋଲି କହିଛନ୍ତି ତାରା। ତେବେ ଆଗାମୀ ୨ ଦିନରେ କଣ ହେବ ଓ ସେ କି ପଦକ୍ଷେପ ନେବେ, ସେ ସମ୍ପର୍କରେ କିଛି କହିନାହାନ୍ତି। ହେଲେ କମିଟି ସଦସ୍ୟଙ୍କ ନଁ ଏଆଇସିସିକୁ ପଠାଇବା ବେଳେ ପିସିସି ସଭାପତି ଶରତ ପଟ୍ଟନାକୟ ତାଙ୍କୁ ଡାକି ଜଣାଇଥିବା ତାରା କହିଛନ୍ତି।

Advertisment

ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏଆଇସିସ ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସର ନିର୍ବାଚନୀ କମିଟି ଘୋଷଣା କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ସଦସ୍ୟଙ୍କୁ ସ୍ଥାନ ମିଳିଛି। ହେଲେ ଏହି କମିଟିରେ ତାରାଙ୍କୁ ସ୍ଥାନ ମିଳିନାହିଁ। ତାରା ବାହିନୀପତି କଂଗ୍ରେସ ନିର୍ବାଚନୀ କମିଟିରେ ସ୍ଥାନ ନପାଇବା ପ୍ରସଙ୍ଗ ପ୍ରତିକ୍ରିୟା ରଖିଲେ ତାରା କହିଲେ ଆଉ ୨ ଦିନ ପରେ ଜଣାଇବି କାରଣ ।

Advertisment

BJD BJP Taraprasad Bahinipati Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ