Advertisment

ବବି-ପାଣ୍ଡିଆନ୍‌ ଥିଲେ ବିଜେଡିର ଦୁଇ ନୟନ; ବିଜେପିର କିଏ ?

ଜଣେ ହେଉଛନ୍ତି ପାଣ୍ଡିଆନ ସାହେବ ଆଉ ଜଣେ ହେଉଛନ୍ତି ବବି ସାହେବ। ଉଭୟେ ଥିଲେ ବିଜେଡି ସରକାରର ଦୁଇ ନୟନ। ତେବେ ମୋହନ ସରକାରରେ ଦୁଇ ନୟନ କିଏ, ତାହା ଏଯାଏଁ ଜଣାପଡ଼ିନି।

ଅଦ୍ୟତନ ହୋଇଛି
Two Eyes of BJD

Two Eyes of BJD

Advertisment

ଜଣେ ହେଉଛନ୍ତି ପାଣ୍ଡିଆନ ସାହେବ ଆଉ ଜଣେ ହେଉଛନ୍ତି ବବି ସାହେବ। ଉଭୟେ ଥିଲେ ବିଜେଡି ସରକାରର ଦୁଇ ନୟନ। ତେବେ ମୋହନ ସରକାରରେ ଦୁଇ ନୟନ କିଏ, ତାହା ଏଯାଏଁ ଜଣାପଡ଼ିନି। ଫୁଲବାଣୀରେ କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମର ପ୍ରତିଷ୍ଠା ଦିବସ ଅବସରରେ ବକ୍ତବ୍ୟ ରଖି ଏଭଳି ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ।

Advertisment

ସୌମ୍ୟ କହିଛନ୍ତି, ବିଗତ ସରକାର ଦୁର୍ନୀତିରେ ସଂପୃକ୍ତ କେବଳ ଜୁନିୟର ଇଞ୍ଜିନିୟର ମାନଙ୍କୁ ଧରୁଥିଲେ। କିନ୍ତୁ ପାଦେ ଆଗକୁ ଯାଇ ଏବର ସରକାର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଧରୁଛନ୍ତି। ଦୁର୍ନୀତିରେ କେବଳ ଏମାନେ ନୁହଁନ୍ତି, ଆଉ ବଡ଼ ଅଧିକାରୀ ଏବଂ ନେତା ମାନେ ସମ୍ପୃକ୍ତ ରହିଛନ୍ତି। ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନଥିବାବେଳେ ବିଜେପି ସାଂସଦ ଜବାବ ରଖି କହିଛନ୍ତି, ଆମ ସରକାର ଦୁର୍ନୀତିଗ୍ରସ୍ତ ନେତା ଏବଂ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Advertisment

Pandian BJD Pranab Prakash Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ