୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଏହି ୩ ଦିନରେ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ଆଗୁଆ ଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଭୋଟ୍ ଗଣତିର LIVE UPDATE
ଜିଲ୍ଲା ପରିଷଦ- ଅନୁଗୁଳ
- ଅନୁଗୁଳ ଜୋନ୍-୧ରେ କାଜଲ ପଟ୍ଟନାୟକ ଆଗୁଆ
ଜିଲ୍ଲା ପରିଷଦ- ବରଗଡ଼
- ଜୋନ୍-୧ରେ ବିଜେପିର ମୁକ୍ତା ସାହୁ ଆଗୁଆ
- ଅମ୍ବାଭୋନା ଜୋନ୍-୧ରେ ବିଜେଡିର ନୀଳକୁମାରୀ ନାଏକ ଆଗୁଆ
ଜିଲ୍ଲା ପରିଷଦ- ବଲାଙ୍ଗିର
- ୪ ନମ୍ବର ଜୋନ୍ରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ
- କଣ୍ଟାମାଳ ଜୋନ୍-୧ରେ ବିଜେପିର ପଦ କହଁର ଆଗୁଆ
ଜିଲ୍ଲା ପରିଷଦ- ଗଞ୍ଜାମ
- ଆସିକା ଜୋନ୍-୧ରେ ବିଜେଡିର ତନ୍ମୟୀ ନାହାକ ଆଗୁଆ
- ସୋରଡ଼ା ଜୋନ୍-୧ରେ ବିଜେଡିର ସମରେନ୍ଦ୍ର ସାହୁ ଆଗୁଆ
ଜିଲ୍ଲା ପରିଷଦ- କେନ୍ଦୁଝର
- ଆନନ୍ଦପୁର ଜୋନ୍-୧ରେ ବିଜେଡିର ଟୁନି ରଣା ଆଗୁଆ
- କେନ୍ଦୁଝର ଜୋନ୍-୪ରେ ବିଜେଡିର ଲୀଳାବତି ମହାନ୍ତ ଆଗୁଆ
- ଘଟଗାଁ ଜୋନ୍-୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତ ଆଗୁଆ
- ପାଟଣା ଜୋନ୍-୨୧ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ
- ଘସିପୁରା ଜୋନ୍-୧୦ରେ କଂଗ୍ରେସର ସନ୍ଧ୍ୟାରାଣୀ ମହାନ୍ତି ଆଗୁଆ
ଜିଲ୍ଲା ପରିଷଦ- କୋରାପୁଟ
- ଜୟପୁର ଜୋନ୍-୧ରେ କଂଗ୍ରେସର ସାଗରିକା ପାଢୀ ଆଗୁଆ
ଜିଲ୍ଲା ପରିଷଦ- ନବରଙ୍ଗପୁର
- ଚନ୍ଦାହାଣ୍ଡି ଜୋନ୍-୧ରେ ବିଜେଡିର ବର୍ଷାରାଣୀ ପଟେଲ ଆଗୁଆ
- ନବରଙ୍ଗପୁର ଜୋନ୍-୧ରେ କଂଗ୍ରେସର କପୁର ଚନ୍ଦ୍ର ନାଏକ ଆଗୁଆ
ଜିଲ୍ଲା ପରିଷଦ- ନୟାଗଡ଼
- ନୟାଗଡ଼ ଜୋନ୍ ୧୬ରେ ବିଜେଡିର ଯସ୍ମିନ ଦାସ ଆଗୁଆ
- ନୟାଗଡ଼ ଜୋନ୍ ୧୨ରେ ବିଜେଡିର ସୁବାସ କହଁର ଆଗୁଆ
- ଓଡ଼ଗାଁ ଜୋନ୍-୧ରେ ବିଜେଡିର ଝିଲ୍ଲୀ ପ୍ରଧାନ ଆଗୁଆ
- ରଣପୁର ଜୋନ୍-୧ରେ ବିଜେଡିର ରଜନୀରାଣୀ ପଟ୍ଟନାୟକ ଆଗୁଆ
ଜିଲ୍ଲା ପରିଷଦ- ପୁରୀ
- କଣାସ ଜୋନ୍-୧ରେ ବିଜେଡିର ପ୍ରଣତୀ ଜେନା ଆଗୁଆ
ଜିଲ୍ଲା ପରିଷଦ- ରାୟଗଡ଼ା
- ରାମନାଗୁଡ଼ା ୧୮ ନମ୍ବର ଜୋନ୍ରେ ବିଜେଡିର ଗଗନ ଆଚାର୍ଯ୍ୟ ଆଗୁଆ
- ଗୁଣପୁର ଜୋନ୍-୯ରେ କଂଗ୍ରେସର ଇଗାନ୍ ଗମାଙ୍ଗ ଆଗୁଆ
ଜିଲ୍ଲା ପରିଷଦ- ସୁନ୍ଦରଗଡ଼
- କୋଇଡ଼ା (କ)ରେ ସିପିଆଇଏମ୍ର ସୁଶିଳା ମୁଣ୍ଡା ଆଗୁଆ
- ଟାଙ୍ଗରପାଲି ଜୋନ୍-୧ରେ ବିଜେପିର ପୂଜା ପଟେଲ ଆଗୁଆ
- କୁତ୍ରା ଜୋନ୍-୧ରେ କଂଗ୍ରେସର ସୁକାନ୍ତି ବାଦି ଆଗୁଆ
- ବଡ଼ଗାଁ ଜୋନ୍-୧ରେ ବିଜେପିର ବସନ୍ତ ଦଣ୍ଡସେନା ଆଗୁଆ
ଜିଲ୍ଲା ପରିଷଦ- ବାଲେଶ୍ୱର
- ବାଲେଶ୍ୱର ସଦର ଜୋନ୍-୧ରେ ବିଜେଡିର ସଞ୍ଜୟ ଦାସ ଆଗୁଆ
- ବସ୍ତା ଜୋନ୍-୧୪ରେ ବିଜେଡିର ବିଷ୍ଣୁପ୍ରିୟା ବୁଗୁଡ଼ି ଆଗୁଆ
ଜିଲ୍ଲା ପରିଷଦ- ଭଦ୍ରକ
- ଭଣ୍ଡାରୀପୋଖରୀ ଜୋନ୍-୨୨ରେ ବିଜେଡିର ବଦ୍ରି ରାଉତ ଆଗୁଆ
- ଜୋନ୍-୨୫ରେ ବିଜେଡିର ପ୍ରତିମା ଜେନା ଆଗୁଆ
ଜିଲ୍ଲା ପରିଷଦ- ବୌଦ୍ଧ
- ୪ ନମ୍ବର ଜୋନ୍ରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ
- କଣ୍ଟାମାଳ ଜୋନ୍-୧ରେ ବିଜେପିର ପଦ କହଁର ଆଗୁଆ
ଜିଲ୍ଲା ପରିଷଦ- କଟକ
- ମାହାଙ୍ଗା ଜୋନ୍-୩୯ରେ ବିଜେଡି ଆଗୁଆ
- ବାରଙ୍ଗ ଜୋନ୍-୩୨ରେ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ଆଗୁଆ
ଜିଲ୍ଲା ପରିଷଦ- ଢେଙ୍କାନାଳ
- ଗଁଦିଆ ଜୋନ୍-୧୦ରେ ବିଜେଡିର ବିଶ୍ୱନାଥ ଚିନାରା ଆଗୁଆ
ଜିଲ୍ଲା ପରିଷଦ- ଗଂଜାମ
- ବୁଗୁଡ଼ା ଜୋନ୍-୪୧ରେ ବିଜେଡିର ସସ୍ମିତା ସ୍ବାଇଁ ଆଗୁଆ
- ବେଲଗୁଣ୍ଠା ଜୋନ୍-୪୭ରେ ବିଜେଡିର ପୂର୍ଣ୍ଣବାସୀ ନାଏକ ଆଗୁଆ
- କୁକୁଡ଼ାଖଣ୍ଡି ଜୋନ୍-୮ରେ ବିଜେଡିର ଶିବାନୀ ସେଠୀ ଆଗୁଆ
- ପୁରୁଷୋତ୍ତମପୁର ଜୋନ୍-୩୫ରେ ବିଜେଡିର ପିଙ୍କି ନାହାକ ଆଗୁଆ
- ସାନଖେମୁଣ୍ଡି ଜୋନ୍-୫୯ରେ ବିଜେଡିର ବିଜୟ ପ୍ରଧାନ ଆଗୁଆ
- ପୋଲସରା ଜୋନ୍-୩୮ରେ ବିଜେପିର ଧର୍ମେନ୍ଦ୍ର ପାଢ଼ୀ ଆଗୁଆ
- ଜଗନ୍ନାଥପ୍ରସାଦ ଜୋନ୍-୨୨ରେ ବିଜେଡିର ଶିବ ସେଠୀ ଆଗୁଆ
ଜିଲ୍ଲା ପରିଷଦ- ଜଗତସିଂହପୁର
- ଏରସମା ଜୋନ୍-୧ରେ ବିଜେଡିର ପ୍ରଣବ ସ୍ୱାଇଁ ଆଗୁଆ
- ବାଲିକୁଦା ବ୍ଲକ ଜୋନ୍-୧ରେ ବିଜେଡିର ଡଲି ପଣ୍ଡା ଆଗୁଆ
- ନାଉଗାଁ ଜୋନ୍-୧୭ରେ ବିଜେଡିର ଅମିତା ସ୍ୱାଇଁ ଆଗୁଆ
ଜିଲ୍ଲା ପରିଷଦ- ଯାଜପୁର
- ନାଉଗାଁ ଜୋନ୍-୧୭ରେ ବିଜେଡିର ଅମିତା ସ୍ୱାଇଁ ଆଗୁଆ
- ଦାନଗଦି ଜୋନ୍-୮ରେ ବିଜେଡିର ସ୍ମୃତିରାଣୀ ରାଉତ ଆଗୁଆ
- ଯାଜପୁର ଜୋନ୍-୨୯ରେ ବିଜେଡିର ପ୍ରେମାନନ୍ଦ ଜେନା ଆଗୁଆ
ଜିଲ୍ଲା ପରିଷଦ- କଟକ
- ମାହାଙ୍ଗା ଜୋନ୍-୩୯ରେ ବିଜେଡିର ଏମ୍.ଆର୍ ହୁଦା ଆଗୁଆ
- ବାରଙ୍ଗ ଜୋନ୍-୩୨ରେ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ଆଗୁଆ
- ଟାଙ୍ଗି-ଚୌଦ୍ୱାର ଜୋନ୍-୧୦ରେ ବିଜେଡିର ବିଶ୍ୱଜିତ ପ୍ରଧାନ ଆଗୁଆ
- ଆଠଗଡ଼ ଜୋନ୍-୧ରେ ବିଜେଡିର ଶାନ୍ତିଲତା ବେହେରା ଆଗୁଆ
- ବାଙ୍କୀ ଜୋନ୍-୩୪ରେ ବିଜେଡିର ରଶ୍ମିତା ସାହୁ ଆଗୁଆ
- ନରସିଂହପୁର ଜୋନ୍-୧୬ରେ ବିଜେଡିର ରାଜଲକ୍ଷ୍ମୀ ବିଶ୍ୱାଳ ଆଗୁଆ
- ବଡମ୍ବା ଜୋନ୍-୨୯ରେ ବିଜେଡିର ଜୟଶ୍ରୀ ବରାଳ ଆଗୁଆ
- ତିଗିରିଆ ଜୋନ୍-୧୪ରେ ବିଜେଡିର ସଞ୍ଜୟ ମଲ୍ଲିକ ଆଗୁଆ
- କଟକ ସଦର ଜୋନ୍-୪ରେ ସ୍ୱାଧୀନ ପ୍ରାର୍ଥୀ କବିତା ଦାସ ଆଗୁଆ
- କଣ୍ଟାପଡ଼ା ଜୋନ୍-୮ରେ ବିଜେଡିର ପୀୟୂଷ ମିଶ୍ର ଆଗୁଆ
- ନିଆଳି ଜୋନ୍-୨୦ରେ ବିଜେଡିର କବିତା ରାଉତ ଆଗୁଆ
- ନିଶ୍ଚିନ୍ତକୋଇଲି ଜୋନ୍-୨୪ରେ ବିଜେଡିର ବିପ୍ଳବ କାପ ଆଗୁଆ
- ବାଙ୍କୀ-ଡମପଡ଼ା ଜୋନ୍-୩୭ରେ ବିଜେଡିର ମିନତି ମହାପାତ୍ର ଆଗୁଆ
- ସାଲେପୁର ଜୋନ୍-୪୩ରେ ବିଜେଡିର ସୁମିତା ମଲ୍ଲିକ ଆଗୁଆ
ଜିଲ୍ଲା ପରିଷଦ- ଦେବଗଡ଼
- ତିଲେଇବଣି-୧ରେ ବିଜେଡିର ରାଜେଶ ମହାନନ୍ଦ ଆଗୁଆ
- ବାରକୋଟ-୧ରେ ବିଜେଡିର ବର୍ଷାରାଣୀ ମୁଣ୍ଡା ଆଗୁଆ
- ରିଆମାଳ-୧ରେ ବିଜେଡିର କୌଶିକ ପ୍ରଧାନ ଆଗୁଆ
ଜିଲ୍ଲା ପରିଷଦ- ଗଜପତି
- କାଶୀନଗର ଜୋନ୍-୧ରେ ବିଜେପିର ଏ.ଶୈଳଜା ଆଗୁଆ
- ଗୁମ୍ମା ଜୋନ୍-୩ରେ କଂଗ୍ରେସର ରେଣୁକା ପାତ୍ର ଆଗୁଆ
- ନୂଆଗଡ଼ ଜୋନ୍-୫ରେ କଂଗ୍ରେସର ରାଜୀବ ଦୋରା ଆଗୁଆ
- ମୋହନା ଜୋନ୍-୮ରେ ବିଜେଡିର କୁନ୍ତଳା ମଲ୍ଲିକ ଆଗୁଆ
- ରାୟଗଡ଼ ଜୋନ୍-୧୩ରେ ବିଜେଡିର ଗୌତମୀ ଜାନି ଆଗୁଆ
- ଆର.ଉଦୟଗିରି ଜୋନ୍-୧୧ରେ କଂଗ୍ରେସର ଋତୁପର୍ଣ୍ଣା ମିଶ୍ର ଆଗୁଆ
- ପାରଳାଖେମୁଣ୍ଡି ଜୋନ୍-୬ରେ ବିଜେଡିର ଏସ୍.ବାଲାରାଜୁ ଆଗୁଆ
ଜିଲ୍ଲା ପରିଷଦ- ଖୋର୍ଦ୍ଧା
- ବେଗୁନିଆ ଜୋନ୍-୨୨ରେ ବିଜେଡିର ପ୍ରକାଶ ସାହୁ ଆଗୁଆ
- ବୋଲଗଡ଼ ଜୋନ୍-୨୫ରେ ବିଜେଡିର ସୁନନ୍ଦିତା ସାହୁ ଆଗୁଆ
- ଚିଲିକା ଜୋନ୍-୪ରେ ବିଜେପିର ସୁକାନ୍ତି ଦେଇ ଆଗୁଆ
- ଖୋର୍ଦ୍ଧା ଜୋନ୍-୧ରେ ବିଜେପିର ପ୍ରବୀଣା ଭଂଜଦେଓ ଆଗୁଆ
- ଜଟଣୀ ଜୋନ୍-୭ରେ ବିଜେଡିର ମୋହିନୀ ନାଏକ ଆଗୁଆ
- ବାଣପୁର ଜୋନ୍-୧୩ରେ ବିଜେଡିର ସସ୍ମିତା ପ୍ରଧାନ ଆଗୁଆ
- ଟାଙ୍ଗି ଜୋନ୍-୯ରେ ବିଜେଡିର ମିତାଞ୍ଜଳି ବଳିୟାରସିଂହ ଆଗୁଆ
- ବାଲିଅନ୍ତା ଜୋନ୍-୧୬ରେ ବିଜେଡିର ମହେଶ୍ୱର ଦାସ ଆଗୁଆ
- ଭୁବନେଶ୍ୱର ବ୍ଲକ ଜୋନ୍-୨୮ରେ ବିଜେପିର ବିଶ୍ୱନାଥ ପିଙ୍ଗୁଆ ଆଗୁଆ
- ବାଲିପାଟଣା ବ୍ଲକ ଜୋନ୍-୧୯ରେ ବିଜେଡିର ଗଙ୍ଗାଧର ମଲିକ ଆଗୁଆ
ଜିଲ୍ଲା ପରିଷଦ- ସୁବର୍ଣ୍ଣପୁର
- ଉଲୁଣ୍ଡା ଜୋନ୍-୧ରେ ବିଜେଡିର ବିଜୟଲକ୍ଷ୍ମୀ ତରାଇ ଆଗୁଆ
- ସୋନପୁର-୧୨ରେ ବିଜେଡିର ସସ୍ମିତା ମହାନ୍ତି ଆଗୁଆ
- ତରଭା ଜୋନ୍-୬ରେ ବିଜେଡିର ଅଞ୍ଜଳି କମ୍ପ ଆଗୁଆ
- ବୀରମହାରାଜପୁର ଜୋନ୍-୧୦ରେ ବିଜେଡିର ରଂଜିତ ରଥ ଆଗୁଆ
ଜିଲ୍ଲା ପରିଷଦ- ସମ୍ବଲପୁର
- କୁଚିଣ୍ଡା-୧ରେ ବିଜେଡିର ଅଜିତ ମହାପାତ୍ର ଆଗୁଆ
- ଜମନକିରା-୧ରେ ବିଜେଡିର ସୁଜାତା ଖୁଣ୍ଟିଆ ଆଗୁଆ
- ଧନକଉଡ଼ା-୧ରେ ବିଜେଡିର ସୁନିଲ ମିଶ୍ର ଆଗୁଆ
- ନାକଟିଦେଉଳ-୧ରେ ବିଜେଡିର ପ୍ରିୟମ୍ବଦା ସାହୁ ଆଗୁଆ
- ବାମରା-୧ରେ ବିଜେଡିର କୃଷ୍ଣଚନ୍ଦ୍ର ଟପ୍ପୋ ଆଗୁଆ
- ମାନେଶ୍ୱର-୧ରେ ବିଜେଡିର ସୁରଜ ସେଠ ଆଗୁଆ
- ଯୁଯୁମରା-୧ରେ ବିଜେଡିର କବିତା ସାହୁ ଆଗୁଆ
- ରେଢ଼ାଖୋଲ-୧ରେ ବିଜେପିର ହୀରାବତି ପ୍ରଧାନ ଆଗୁଆ
- ରେଙ୍ଗାଲି-୧ରେ ବିଜେଡିର ଚୋଲାଶ୍ରୀ ମହାନନ୍ଦ ଆଗୁଆ
ଜିଲ୍ଲା ପରିଷଦ- ନୂଆପଡ଼ା
- ଖଡ଼ିଆ ଜୋନ୍-୪ରେ ବିଜେଡିର ଚିତ୍ତରଂଜନ ବେହେରା ଆଗୁଆ
- ବୋଡ଼େନ ଜୋନ୍-୧୦ରେ ବିଜେଡିର ଡଲି ମାଝୀ ଆଗୁଆ
- ନୂଆପଡ଼ା ଜୋନ୍-୭ରେ ବିଜେଡି ପ୍ରମୋଦ ସାହୁ ଆଗୁଆ
- ସିନାପାଲି-୧୨ରେ ବିଜେଡିର ପୁଷ୍ପାଞ୍ଜଳି ଗୁଆଲ ଆଗୁଆ
- କୋମନା ଜୋନ୍-୧ରେ ବିଜେପିର ଜ୍ଞାନେଶ୍ୱର ମାଝୀ ଆଗୁଆ