Panchang Today 28th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୮ ଗତେ କର୍କଟ  । ତିଥ- ପ୍ରତିପଦ ପ୍ରାତଃ ୦୬.୪୬ ଗତେ ୨ୟା । ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୮ ପର୍ଯ୍ୟନ୍ତ ଘାତବାର - ତୁଳା ଓ କୁମ୍ଭ ରାଶିର ।

Panchanga

ସୌର ଧନୁ ମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ  ଗୁରୁବାର । ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୮ ଗତେ କର୍କଟ । ତିଥ- ପ୍ରତିପଦ ପ୍ରାତଃ ୦୬.୪୬ ଗତେ ୨ୟା ।

ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୮ ପର୍ଯ୍ୟନ୍ତ 
ଘାତବାର- ତୁଳା ଓ କୁମ୍ଭ ରାଶିର 

ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ପ୍ରାତଃ ୦୬.୪୬ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ  ତିଳକାଞ୍ଚନ ଦାନ ରାତ୍ରି  ୦୧.୦୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

ଶୁଭ ସମୟ

ପ୍ରାତଃ- ୦୬.୨୩ ରୁ ୦୭.୫୦
ସନ୍ଧ୍ୟା- ୦୬.୦୫ ରୁ ୦୯.୩୬
ରାତ୍ରି- ୦୧.୨୭ ରୁ ୦୩.୪୫
ନିଶାନ୍ତ- ୦୪.୩୮ ରୁ ୦୬.୨୩

ଅଶୁଭ ସମୟ

ରାହୁକାଳ - ଦିବା ୦୧.୦୯ ରୁ ୦୨.୩୦
କାଳବେଳା- ଦିବା ୦୨.୩୦ ରୁ ୦୩.୫୧                                                                                                           
ବାରବେଳା- ଦିବା  ୦୩.୫୧ ରୁ ୦୫.୧୨
କାଳରାତ୍ରି- ରାତ୍ରି ୧୧.୪୮ ରୁ ୦୧.୨୭