ଆସିଯାଇଛି ସାଧାରଣ ନିର୍ବାଚନ ୨୦୨୪। ଓଡ଼ିଶାର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେଉଛି ୪ ପର୍ଯ୍ୟାୟରେ ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ମେ ୧୩, ଦ୍ୱିତୀୟ ପର୍ଯ୍ୟାୟ ମେ ୨୦, ତୃତୀୟ ପର୍ଯ୍ୟାୟ ମେ ୨୫ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି ଜୁନ୍ ୧ ରେ । ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ଅର୍ଥାତ୍ ଭୋଟ୍ ଗଣତି ତାରିଖ ହେଉଛି ଜୁନ୍ ୪ ।
ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ...ଆପଣଙ୍କ ଗାଁ, ଆପଣଙ୍କ ସହରରେ କେବେ ହେଉଛି ଭୋଟ୍। ଜମା ବି ଚିନ୍ତା କରନ୍ତୁନି। ଆମେ ଜଣାଇବୁ ଏସବୁର ଟିକିନିଖି ଖବର ଆଉ ଆପଣ ଦେବେ ଆପଣଙ୍କ ମୂଲ୍ୟବାନ ଭୋଟ୍।
ଅଧିକ ପଢ଼ନ୍ତୁ: କିଏ କେଉଁ ଦଳରୁ ଲଢୁଛନ୍ତି ଜାଣିବା ପାଇଁ ଦେଖନ୍ତୁ
Events | Dates | Days |
---|---|---|
ନାମାଙ୍କନ ଦାଖଲ ଶେଷ ତାରିଖ (ପ୍ରଥମ ପର୍ଯ୍ୟାୟ) | ୨୫-୦୪-୨୦୨୪ | ଗୁରୁବାର |
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ(ପ୍ରଥମ ପର୍ଯ୍ୟାୟ) | ୨୯-୦୪-୨୦୨୪ | ସୋମବାର |
ଭୋଟ ଗ୍ରହଣ ତାରିଖ(ପ୍ରଥମ ପର୍ଯ୍ୟାୟ) | ୧୩-୦୫-୨୦୨୪ | ସୋମବାର |
ନାମାଙ୍କନ ଦାଖଲ ଶେଷ ତାରିଖ (ଦ୍ୱିତୀୟପର୍ଯ୍ୟାୟ) | ୦୩-୦୫-୨୦୨୪ | ଶୁକ୍ରବାର |
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ (ଦ୍ୱିତୀୟ ପର୍ଯ୍ୟାୟ) | ୦୬-୦୫-୨୦୨୪ | ସୋମବାର |
ନିର୍ବାଚନ ଭୋଟ ଗ୍ରହଣ ତାରିଖ (ଦ୍ୱିତୀୟ ପର୍ଯ୍ୟାୟ) | ୨୦-୦୫-୨୦୨୪ | ସୋମବାର |
ନାମାଙ୍କନ ଦାଖଲ ଶେଷ ତାରିଖ(ତୃତୀୟ ପର୍ଯ୍ୟାୟ) | ୦୬-୦୫-୨୦୨୪ | ସୋମବାର |
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ (ତୃତୀୟ ପର୍ଯ୍ୟାୟ) | ୦୯-୦୫-୨୦୨୪ | ଗୁରୁବାର |
ନିର୍ବାଚନ ଭୋଟ ଗ୍ରହଣ ତାରିଖ (ତୃତୀୟ ପର୍ଯ୍ୟାୟ) | ୨୫-୦୫-୨୦୨୪ | ଶନିବାର |
ନାମାଙ୍କନ ଦାଖଲ ଶେଷ ତାରିଖ (ଚତୁର୍ଥ ପର୍ଯ୍ୟାୟ) | ୧୪-୦୫-୨୦୨୪ | ମଙ୍ଗଳବାର |
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ (ଚତୁର୍ଥ ପର୍ଯ୍ୟାୟ) | ୧୭-୦୫-୨୦୨୪ | ଶୁକ୍ରବାର |
ନିର୍ବାଚନ ଭୋଟ ଗ୍ରହଣ ତାରିଖ (ଚତୁର୍ଥ ପର୍ଯ୍ୟାୟ) | ୦୧-୦୬-୨୦୨୪ | ଶନିବାର |
ଭୋଟ ଗଣତି ତାରିଖ | ୦୪-୦୬-୨୦୨୪ | ମଙ୍ଗଳବାର |
ପର୍ଯ୍ୟାୟ | ନିର୍ବାଚନ ମଣ୍ଡଳୀ | ତାରିଖ |
---|---|---|
୧ | ନୂଆପଡ଼ା | ମେ’ ୧୩, ୨୦୨୪ |
୧ | ଖଡ଼ିଆଳ | ମେ’ ୧୩, ୨୦୨୪ |
୧ | ଉମରକୋଟ | ମେ’ ୧୩, ୨୦୨୪ |
୧ | ଝରିଗାଁ | ମେ’ ୧୩, ୨୦୨୪ |
୧ | ନବରଙ୍ଗପୁର | ମେ’ ୧୩, ୨୦୨୪ |
୧ | ଡାବୁଗାଁ | ମେ’ ୧୩, ୨୦୨୪ |
୧ | ଲଞ୍ଜିଗଡ଼ | ମେ’ ୧୩, ୨୦୨୪ |
୧ | ଜୁନାଗଡ଼ | ମେ’ ୧୩, ୨୦୨୪ |
୧ | ଧର୍ମଗଡ଼ | ମେ’ ୧୩, ୨୦୨୪ |
୧ | ଭବାନୀପାଟଣା | ମେ’ ୧୩, ୨୦୨୪ |
୧ | ନର୍ଲା | ମେ’ ୧୩, ୨୦୨୪ |
୧ | ଛତ୍ରପୁର | ମେ’ ୧୩, ୨୦୨୪ |
୧ | ଗୋପାଳପୁର | ମେ’ ୧୩, ୨୦୨୪ |
୧ | ବ୍ରହ୍ମପୁର | ମେ’ ୧୩, ୨୦୨୪ |
୧ | ଦିଗପହଣ୍ଡି | ମେ’ ୧୩, ୨୦୨୪ |
୧ | ଚିକିଟି | ମେ’ ୧୩, ୨୦୨୪ |
୧ | ମୋହନା | ମେ’ ୧୩, ୨୦୨୪ |
୧ | ପାରଳାଖେମୁଣ୍ଡି | ମେ’ ୧୩, ୨୦୨୪ |
୧ | ଗୁଣୁପୁର | ମେ’ ୧୩, ୨୦୨୪ |
୧ | ବିଷମ କଟକ | ମେ’ ୧୩, ୨୦୨୪ |
୧ | ରାୟଗଡା | ମେ’ ୧୩, ୨୦୨୪ |
୧ | ଲକ୍ଷ୍ମୀପୁର | ମେ’ ୧୩, ୨୦୨୪ |
୧ | କୋଟପାଡ଼ | ମେ’ ୧୩, ୨୦୨୪ |
୧ | ଜୟପୁର | ମେ’ ୧୩, ୨୦୨୪ |
୧ | କୋରାପୁଟ | ମେ’ ୧୩, ୨୦୨୪ |
୧ | ପଟ୍ଟାଙ୍ଗି | ମେ’ ୧୩, ୨୦୨୪ |
୧ | ମାଲକାନଗିରି | ମେ’ ୧୩, ୨୦୨୪ |
୧ | ଚିତ୍ରକୋଣ୍ଡା | ମେ’ ୧୩, ୨୦୨୪ |
୧ | ବାଲିଗୁଡା | ମେ’ ୧୩, ୨୦୨୪ |
୨ | ପଦ୍ମପୁର | ମେ’୨୦, ୨୦୨୪ |
୨ | ବିଜେପୁର | ମେ’୨୦, ୨୦୨୪ |
୨ | ବରଗଡ଼ | ମେ’୨୦, ୨୦୨୪ |
୨ | ଅତାବିରା | ମେ’୨୦, ୨୦୨୪ |
୨ | ଭଟଲି | ମେ’୨୦, ୨୦୨୪ |
୨ | ବ୍ରଜରାଜନଗର | ମେ’ ୨୦, ୨୦୨୪ |
୨ | ଝାରସୁଗୁଡ଼ା | ମେ’ ୨୦, ୨୦୨୪ |
୨ | ତଳସରା | ମେ’ ୨୦, ୨୦୨୪ |
୨ | ସୁନ୍ଦରଗଡ଼ | ମେ’ ୨୦, ୨୦୨୪ |
୨ | ବୀରମିତ୍ରପୁର | ମେ’ ୨୦, ୨୦୨୪ |
୨ | ରଘୁନାଥପାଲୀ | ମେ’ ୨୦, ୨୦୨୪ |
୨ | ରାଉରକେଲା | ମେ’ ୨୦, ୨୦୨୪ |
୨ | ରାଜଗାଙ୍ଗପୁର | ମେ’୨୦, ୨୦୨୪ |
୨ | ବଣାଇ | ମେ’ ୨୦, ୨୦୨୪ |
୨ | ବୀରମହାରାଜପୁର | ମେ’ ୨୦, ୨୦୨୪ |
୨ | ସୋନପୁର | ମେ’ ୨୦, ୨୦୨୪ |
୨ | ଲୋହିସିଂହା | ମେ’ ୨୦, ୨୦୨୪ |
୨ | ପାଟଣାଗଡ଼ | ମେ’ ୨୦, ୨୦୨୪ |
୨ | ବଲାଙ୍ଗିର | ମେ’ ୨୦, ୨୦୨୪ |
୨ | ଟିଟିଲାଗଡ଼ | ମେ’ ୨୦, ୨୦୨୪ |
୨ | କଣ୍ଚାବାଞ୍ଜି | ମେ’ ୨୦, ୨୦୨୪ |
୨ | ବାଲିଗୁଡ଼ା | ମେ’ ୨୦, ୨୦୨୪ |
୨ | ଜି.ଉଦୟଗିରି | ମେ’ ୨୦, ୨୦୨୪ |
୨ | ଫୁଲବାଣୀ | ମେ’ ୨୦, ୨୦୨୪ |
୨ | କଣ୍ଟାମାଳ | ମେ’ ୨୦, ୨୦୨୪ |
୨ | ବୌଦ୍ଧ | ମେ’ ୨୦, ୨୦୨୪ |
୨ | ଦଶପଲ୍ଲା | ମେ’ ୨୦, ୨୦୨୪ |
୨ | ବ୍ରଜରାଜନଗର | ମେ’ ୨୦, ୨୦୨୪ |
୨ | ପୋଲସରା | ମେ’ ୨୦, ୨୦୨୪ |
୨ | କବିସୂର୍ଯ୍ୟନଗର | ମେ’ ୨୦, ୨୦୨୪ |
୨ | ଖଲ୍ଲିକୋଟ | ମେ’ ୨୦, ୨୦୨୪ |
୨ | ଆସ୍କା | ମେ’ ୨୦, ୨୦୨୪ |
୨ | ସୋରଡ଼ା | ମେ’ ୨୦, ୨୦୨୪ |
୨ | ସାନଖେମୁଣ୍ତି | ମେ’ ୨୦, ୨୦୨୪ |
୨ | ହିଞ୍ଜିଳି | ମେ’ ୨୦, ୨୦୨୪ |
୩ | କୁଚିଣ୍ତା | ମେ’ ୨୫, ୨୦୨୪ |
୩ | ରେଙ୍ଗାଲି | ମେ’ ୨୫, ୨୦୨୪ |
୩ | ସମ୍ବଲପୁର | ମେ’ ୨୫, ୨୦୨୪ |
୩ | ରେଢ଼ାଖୋଲ | ମେ’ ୨୫, ୨୦୨୪ |
୩ | ଦେଓଗଡ଼ | ମେ’ ୨୫, ୨୦୨୪ |
୩ | ତେଲକୋଇ | ମେ’ ୨୫, ୨୦୨୪ |
୩ | ଘଷିପୁରା | ମେ’ ୨୫, ୨୦୨୪ |
୩ | ଆନନ୍ଦପୁର | ମେ’ ୨୫, ୨୦୨୪ |
୩ | ପାଟଣା | ମେ’ ୨୫, ୨୦୨୪ |
୩ | କେଉଁଝର | ମେ’ ୨୫, ୨୦୨୪ |
୩ | ଚମ୍ପୁଆ | ମେ’ ୨୫, ୨୦୨୪ |
୩ | କରଞ୍ଜିଆ | ମେ’ ୨୫, ୨୦୨୪ |
୩ | ଢେଙ୍କାନାଳ | ମେ’ ୨୫, ୨୦୨୪ |
୩ | ହିନ୍ଦୋଳ | ମେ’ ୨୫, ୨୦୨୪ |
୩ | କାମାକ୍ଷାନଗର | ମେ’ ୨୫, ୨୦୨୪ |
୩ | ପରଜଙ୍ଗ | ମେ’ ୨୫, ୨୦୨୪ |
୩ | ପାଲ୍ଲହଡ଼ା | ମେ’ ୨୫, ୨୦୨୪ |
୩ | ତାଳଚେର | ମେ’ ୨୫, ୨୦୨୪ |
୩ | ଅନୁଗୁଳ | ମେ’ ୨୫, ୨୦୨୪ |
୩ | ଛେଣ୍ତିପଦା | ମେ’ ୨୫, ୨୦୨୪ |
୩ | ଆଠମଲ୍ଲିକ | ମେ’ ୨୫, ୨୦୨୪ |
୩ | ବଡ଼ମ୍ବା | ମେ’ ୨୫, ୨୦୨୪ |
୩ | ବାଙ୍କୀ | ମେ’ ୨୫, ୨୦୨୪ |
୩ | ଆଠଗଡ଼ | ମେ’ ୨୫, ୨୦୨୪ |
୩ | ବାରବାଟୀ-କଟକ | ମେ’ ୨୫, ୨୦୨୪ |
୩ | ଚୌଦ୍ୱାର-କଟକ | ମେ’ ୨୫, ୨୦୨୪ |
୩ | କଟକ ସଦର | ମେ’ ୨୫, ୨୦୨୪ |
୩ | ପୁରୀ | ମେ’ ୨୫, ୨୦୨୪ |
୩ | ବ୍ରହ୍ମଗିରି | ମେ’ ୨୫, ୨୦୨୪ |
୩ | ସତ୍ୟବାଦୀ | ମେ’ ୨୫, ୨୦୨୪ |
୩ | ପିପିଲି | ମେ’ ୨୫, ୨୦୨୪ |
୩ | ଜୟଦେବ | ମେ’ ୨୫, ୨୦୨୪ |
୩ | ଭୁବନେଶ୍ୱର-ମଧ୍ୟ | ମେ’ ୨୫, ୨୦୨୪ |
୩ | ଭୁବନେଶ୍ୱର-ଉତ୍ତର | ମେ’ ୨୫, ୨୦୨୪ |
୩ | ଭୁବନେଶ୍ୱର-ଏକାମ୍ର | ମେ’ ୨୫, ୨୦୨୪ |
୩ | ବେଗୁନିଆ | ମେ’ ୨୫, ୨୦୨୪ |
୩ | ଜଟଣୀ | ମେ’ ୨୫, ୨୦୨୪ |
୩ | ଖୋର୍ଦ୍ଧା | ମେ’ ୨୫, ୨୦୨୪ |
୩ | ଚିଲିକା | ମେ’ ୨୫, ୨୦୨୪ |
୩ | ରଣପୁର | ମେ’ ୨୫, ୨୦୨୪ |
୩ | ଖଣ୍ତପଡ଼ା | ମେ’ ୨୫, ୨୦୨୪ |
୩ | ନୟାଗଡ଼ | ମେ’ ୨୫, ୨୦୨୪ |
୪ | ଯସିପୁର | ଜୁନ୍ ୧, ୨୦୨୪ |
୪ | ସାରସକଣା | ଜୁନ୍ ୧, ୨୦୨୪ |
୪ | ରାଇରଙ୍ଗପୁର | ଜୁନ୍ ୧, ୨୦୨୪ |
୪ | ବାଙ୍ଗିରିପୋଷି | ଜୁନ୍ ୧, ୨୦୨୪ |
୪ | ଉଦଳା | ଜୁନ୍ ୧, ୨୦୨୪ |
୪ | ବଡ଼ସାହି | ଜୁନ୍ ୧, ୨୦୨୪ |
୪ | ବାରିପଦା | ଜୁନ୍ ୧, ୨୦୨୪ |
୪ | ମୋରଡ଼ା | ଜୁନ୍ ୧, ୨୦୨୪ |
୪ | ଜଳେଶ୍ୱର | ଜୁନ୍ ୧, ୨୦୨୪ |
୪ | ଭୋଗରାଇ | ଜୁନ୍ ୧, ୨୦୨୪ |
୪ | ବସ୍ତା | ଜୁନ୍ ୧, ୨୦୨୪ |
୪ | ବାଲେଶ୍ୱର | ଜୁନ୍ ୧, ୨୦୨୪ |
୪ | ରେମୁଣା | ଜୁନ୍ ୧, ୨୦୨୪ |
୪ | ନୀଳଗିରି | ଜୁନ୍ ୧, ୨୦୨୪ |
୪ | ସୋର | ଜୁନ୍ ୧, ୨୦୨୪ |
୪ | ସିମୁଳିଆ | ଜୁନ୍ ୧, ୨୦୨୪ |
୪ | ଭଣ୍ତାରୀପୋଖରୀ | ଜୁନ୍ ୧, ୨୦୨୪ |
୪ | ଭଦ୍ରକ | ଜୁନ୍ ୧, ୨୦୨୪ |
୪ | ବାସୁଦେବପୁର | ଜୁନ୍ ୧, ୨୦୨୪ |
୪ | ଧାମନଗର | ଜୁନ୍ ୧, ୨୦୨୪ |
୪ | ଚାନ୍ଦବାଲି | ଜୁନ୍ ୧, ୨୦୨୪ |
୪ | ବିଞ୍ଝାରପୁର | ଜୁନ୍ ୧, ୨୦୨୪ |
୪ | ବରୀ | ଜୁନ୍ ୧, ୨୦୨୪ |
୪ | ବଡ଼ଚଣା | ଜୁନ୍ ୧, ୨୦୨୪ |
୪ | ଧର୍ମଶାଳା | ଜୁନ୍ ୧, ୨୦୨୪ |
୪ | ଯାଜପୁର | ଜୁନ୍ ୧, ୨୦୨୪ |
୪ | କୋରେଇ | ଜୁନ୍ ୧, ୨୦୨୪ |
୪ | ସୁକିନ୍ଦା | ଜୁନ୍ ୧, ୨୦୨୪ |
୪ | ନିଆଳି | ଜୁନ୍ ୧, ୨୦୨୪ |
୪ | ସାଲେପୁର | ଜୁନ୍ ୧, ୨୦୨୪ |
୪ | ମାହାଙ୍ଗା | ଜୁନ୍ ୧, ୨୦୨୪ |
୪ | ପାଟକୁରା | ଜୁନ୍ ୧, ୨୦୨୪ |
୪ | କେନ୍ଦ୍ରାପଡ଼ା | ଜୁନ୍ ୧, ୨୦୨୪ |
୪ | ଆଳି | ଜୁନ୍ ୧, ୨୦୨୪ |
୪ | ରାଜନଗର | ଜୁନ୍ ୧, ୨୦୨୪ |
୪ | ମହାକାଳପଡ଼ା | ଜୁନ୍ ୧, ୨୦୨୪ |
୪ | ପାରାଦୀପ | ଜୁନ୍ ୧, ୨୦୨୪ |
୪ | ତିର୍ତ୍ତୋଲ | ଜୁନ୍ ୧, ୨୦୨୪ |
୪ | ବାଲିକୁଦା-ଏରସମା | ଜୁନ୍ ୧, ୨୦୨୪ |
୪ | ଜଗତସିଂହପୁର | ଜୁନ୍ ୧, ୨୦୨୪ |
୪ | କାକଟପୁର | ଜୁନ୍ ୧, ୨୦୨୪ |
୪ | ନିମାପଡ଼ା | ଜୁନ୍ ୧, ୨୦୨୪ |