BJD Politics
ଆଉ ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି ।
ଲକ୍ଷ୍ମୀପୁରରୁ ପ୍ରଭୁ ଜାନି,
ପାରାଦୀପ- ଗୀତାଞ୍ଜଳି ରାଉତରାୟ
ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ
ରେଢ଼ାଖୋଲ- ରୋହିତ ପୂଜାରୀ
ତେଲକୋଇ- ମାଧବ ସର୍ଦ୍ଦାର
ତାଳଚେର- ବ୍ରଜ ପ୍ରଧାନ
ନର୍ଲା- ମନୋରମା ମହାନ୍ତି
ବାଲିଗୁଡ଼ା- ଚକ୍ରମଣି କହଁର
ଭୁବନେଶ୍ୱର ମଧ୍ୟ- ଅନନ୍ତ ନାରାୟଣ ଜେନା । ଏହି ଆସନ ପାଇଁ ବାଦ ବିବାଦ ଲାଗି ରହିଥିଲା । ଭୁବନେଶ୍ୱର ଲୋକସଭାର ଅନ୍ୟ ବିଧାନସଭା ଆସନ ପାଇଁ ପୂର୍ବରୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲେ ବି ‘ମଧ୍ୟ’ ପାଇଁ ଘୋଷଣା କରିନଥିଲା । ଏବେ ପୁଣି ଅନନ୍ତଙ୍କୁ ରିପିଟ୍ କରିଛି ଦଳ ।
ଅନ୍ୟପଟେ ବାଲେଶ୍ୱର ଲୋକସଭା ପାଇଁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712839658.jpg)