ଅଦ୍ୟତନ ହୋଇଛି
Sulochana Das Takes Oath As BMC Mayor; Deputy Mayor Poll Today
Advertisment
ଆଜି ବିଏମସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ଏହାସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।
Advertisment
ପୌର ପ୍ରଶାସକ ସଂଗ୍ରାମ ଜିତ୍ ନାୟକ ମେୟର ଏବଂ ସମସ୍ତ କର୍ପୋରେଟରଙ୍କୁ ଶପଥ ପାଠ କରାଇଥିଲେ । ଆଜି ନବ ନିର୍ବାଚିତ ମେୟର ଓ ୬୭ଜଣ କର୍ପୋରେଟର ବିଏମସି କନଫରେନ୍ସ ହଲରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।
ଏହାପରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା । ମେୟର ସୁଲୋଚନା ଦାସ ପ୍ରଥମେ ଶପଥ ନେବା ପରେ ଅନ୍ୟ ୬୭ଜଣ କର୍ପୋରେଟର ଶପଥ ନେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649482907.jpg)