Advertisment

ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଫୋନ୍ କଲ୍

କାଲି ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଫୋନ୍ କଲ୍ ଯାଇଛି।

ଅଦ୍ୟତନ ହୋଇଛି
Cabinet reshuffle

Cabinet reshuffle

Advertisment

ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍ କଲ୍। ଆରୁଖ, ମାରାଣ୍ଡି ଓ ସାରଦାଙ୍କୁ ଗଲା ଫୋନ୍ କଲ୍। ବିଧାୟକ ବିକ୍ରମ ଆରୁଖଙ୍କ ପାଖକୁ ଫୋନ୍ କଲ୍ ଯାଇଥିବା ବେଳେ ବିଧାୟକ ସାରଦା ନାୟକ ଓ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ମଧ୍ୟ କଲ୍ ଯାଇଥିବା ସୂଚନା ମିଳିଛି। କାଲି ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଫୋନ୍ କଲ୍ ଯାଇଛି। କ୍ୟାବିନେଟ ମନ୍ତ୍ରୀ ଭାବେ ବିକ୍ରମ, ସାରଦା ଓ ସୁଦାମ ଶପଥ ନେବେ।

Advertisment

ସୁଦାମ ମାର୍ଣ୍ଡି। ଏବେ ମୟୂରଭଂଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି ସୁଦାମ ମାର୍ଣ୍ଡି। ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ ସୁଦାମ ମାର୍ଣ୍ଡି। ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା JMM ଟିକେଟରୁ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ବିଜେଡି ଟିକେଟରୁ ଲଢି ବିଧାନସଭାକୁ ଯାଇଛନ୍ତି।

Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ