Advertisment

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବହୁ ବାଦ ବିବାଦ, ବିରୋଧ ଯୋଗୁଁ ଏହି ପ୍ରକଳ୍ପ ସମ୍ପୂର୍ଣ ହେବାକୁ ୨୩ ବର୍ଷ ଲାଗିଯାଇଥିଲା ।

Lower Suktel

Lower Suktel

Advertisment

ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟିତ ହୋଇଛି। ବଲାଙ୍ଗିର ସଦର ବ୍ଲକ ମାଗୁରବେଡା ନିକଟରେ ନିର୍ମିତ ଏହି ବୃହତ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବହୁ ବାଦ ବିବାଦ, ବିରୋଧ ଯୋଗୁଁ ଏହି ପ୍ରକଳ୍ପ ସମ୍ପୂର୍ଣ ହେବାକୁ ୨୩ ବର୍ଷ ଲାଗିଯାଇଥିଲା । ଦୀର୍ଘ ୨୩ ବର୍ଷ ପରେ ପ୍ରକଳ୍ପ ଉଦଘାଟିତ ହୋଇଥିବାରୁ ଜିଲ୍ଲାବାସୀ ବେଶ୍ ଉତ୍ସାହିତ ଅଛନ୍ତି।

Advertisment
Naveen Patnaik Odisha News Lower Suktel Project Bolangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ