Advertisment

ପୁଣି ଗୃହରେ ନବ ତାତି ! ଜୟ କହିଲେ ନିର୍ଯ୍ୟାସ ବାହାରୁନି ଯଦି ଗୃହର ଆବଶ୍ୟକ କ’ଣ..?

ବଡ଼ ଲୋକଙ୍କ ସମ୍ପୃକ୍ତି ଅଛି, ତେଣୁ ସରକାର ତଦନ୍ତ କରୁ ନାହାନ୍ତି କହିଲେ ଜୟ ।

ଅଦ୍ୟତନ ହୋଇଛି
Jayanarayan Mishra On Naba Das Murder Case

Jayanarayan Mishra

Advertisment

ନବ ଦାସଙ୍କୁ ହତ୍ୟା ପ୍ରସଙ୍ଗରେ ବର୍ଷିଲେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର । ହତ୍ୟାକାଣ୍ଡକୁ ୨ ମାସ ପୂରିଲା, କିନ୍ତୁ କାରଣ ସାମ୍ନାକୁ ଆସିଲାନି କହିଲେ ଜୟ । ଏଥିରୁ ଓଡ଼ିଶା ପୋଲିସର ପାରିବା ପଣିଆ ଜଣାପଡ଼ିଯାଇଛି । ବିଧାନସଭା ସରିଗଲେ ଏଘଟଣାକୁ ଅନ୍ୟ ଘଟଣା ଭଳି ଚପାଇ ଦେବେ । ଏହି ଘଟଣାରେ ତଦନ୍ତର କୌଣସି ସମୟ ସୀମା ନାହିଁ କହି ସରକାରଙ୍କ ଉପରେ ବର୍ଷିଲେ ଜୟନାରାୟଣ । ଗୃହରେ ବାରମ୍ବାର ଆଲୋଚନା ପରେ ବି ନିର୍ଯ୍ୟାସ ବାହାରୁନି । ତେବେ ଏହି ଗୃହର ଆବଶ୍ୟକତା କଣ ରହିଛି ବୋଲି ପ୍ରଶ୍ନ କଲେ । ଯେହେତୁ ବଡ଼ ଲୋକଙ୍କ ସମ୍ପୃକ୍ତି ଅଛି, ତେଣୁ ସରକାର ତଦନ୍ତ କରୁ ନାହାନ୍ତି କହିଲେ ଜୟ।

Advertisment
BJD BJP Naba Das Odisha Assembly Jayanarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ