Advertisment

କିଏ ମାରିବ ବାଜି ? ବିଜେପିର ସ୍ଥିତି କେଉଁଠି ? କ’ଣ କହୁଛି ଏକ୍‌ଜିଟ୍‌ ପୋଲ୍‌.. ଦେଖନ୍ତୁ

ସର୍ଭେ ରିପୋର୍ଟକୁ ନେଇ ଆମେ ପ୍ରସ୍ତୁତ କରିଛୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ।

ଅଦ୍ୟତନ ହୋଇଛି
Gujarat Assembly Election 2022

Exit poll

Advertisment

ଗୁଜରାଟ ଓ ହିମାଚଳ ପ୍ରଦେଶରେ ଶେଷ ହୋଇସାରିଛି ନିର୍ବାଚନ । ଇଭିଏମ୍‌ରେ କଏଦ୍ ହୋଇଛି ନେତାଙ୍କ ଭାଗ୍ୟ । ହେଲେ ଏବେ ଚର୍ଚ୍ଚା ହେଉଛି କିଏ ମାରିବ ବାଜି । ତେବେ ଭୋଟ ଦେବା ପରେ ଲୋକଙ୍କ କ’ଣ ରହିଛି ମୁଡ୍ । କାହାକୁ ଅଧିକ ଭୋଟ ଦେଇଛନ୍ତି ଭୋଟର । ସେନେଇ ଏବେ ସର୍ଭେ କରାଯାଇଛି । ଆଉ ତାର ରିପୋର୍ଟକୁ ନେଇ ଆମେ ପ୍ରସ୍ତୁତ କରିଛୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ।

Advertisment

କ’ଣ କହୁଛି ଏହି ରିପୋର୍ଟ.. କ’ଣ କହୁଛନ୍ତି ରାଜନୀତି ବିଶେଷଜ୍ଞ... ଦେଖନ୍ତୁ...

Gujarat Polls Exit Poll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ