Advertisment

କଂଗ୍ରେସରେ ମିଶିବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ

ନଭେମ୍ବର ୧୬ରେ ଜୟରାମ କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି । ଜୟରାମ ସୋସିଆଲ୍ ମିଡିଆ ଫେସବୁକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
ex-Koraput MP Jayram Pangi

ex-Koraput MP Jayram Pangi

Advertisment

କଂଗ୍ରେସରେ ଯୋଗଦେବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ ।ନଭେମ୍ବର ୧୬ରେ ଜୟରାମ କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି । ସୋସିଆଲ୍ ମିଡିଆ ଫେସବୁକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜୟରାମ ।

Advertisment

ଜନତା ଦଳରୁ ବିଜେଡି ପରେ ସେ ବିଜେପି ଯାଇଥିଲେ । ହେଲେ କିଛି ଦିନ ତଳେ ବିଜେପି ଛାଡ଼ି ବିଆରଏସରେ ଯୋଗଦେଇ ଥିଲେ । ବର୍ତ୍ତମାନ ବରିଷ୍ଠ ନେତା ଜୟରାମ ପାଙ୍ଗୀ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି ।

ଏହାପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ BRS ଦଳରେ ପାଙ୍ଗି ଥିଲେ । କୋରାପୁଟରୁ ବିଜେଡି ଟିକେଟରେ ସାଂସଦ ହୋଇଥିଲୋ ୨୦୧୯ରେ ବିଜେପିରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିଥିଲେ ।

Advertisment
Congress Jayram Pangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ