ଅଦ୍ୟତନ ହୋଇଛି
Election violence
Advertisment
ସବୁଠି ରାଜନୈତିକ ହିଂସା । ଗଂଜାମ ଧରାକୋଟ ବ୍ଲକରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଓଳମ୍ବା ଗାଁରେ ନିର୍ବାଚନ ପ୍ରଚାରରେ ନିୟୋଜିତ ଗାଡ଼ିକୁ ପୋଡ଼ି ଦେଇଛନ୍ତି ବିପକ୍ଷ ଦଳର ଲୋକ । ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି ।
Advertisment
ଗାଡ଼ିରେ ଥିବା ବ୍ୟାନର, ପୋଷ୍ଟର ସବୁ ପୋଡ଼ି ଯାଇଥିବା ବେଳେ, ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛିି । ପୂର୍ବରୁ ନାମାଙ୍କନ ବେଳେ ମୁଣ୍ଡମରାଇ ଠାରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ଥିବା ବେଳେ, ତାପୂର୍ବରୁ କାର ପୋଡି ଘଟଣା ପ୍ରଶାସନର ଚିନ୍ତା ବଢାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645104404.jpg)