ଅଦ୍ୟତନ ହୋଇଛି
Mobile Tower and Internet
Advertisment
ରାଜ୍ୟର ୬୭୯୯ ଗ୍ରାମରେ ନାହିଁ ମୋବାଇଲ ଏବଂ ଇଣ୍ଟରନେଟ ସେବା । ଏହି ସବୁ ଗାଁରେ ଟେଲିକମ ସେବା ଏବଂ ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ। କେନ୍ଦ୍ର ସରକାରଙ୍କ ୟୁସିଓଏଫ୍ ପରିସରଭୁକ୍ତ ୩ କୋଟି ମୋବାଇଲ ସେବା ପାଇଁ ମୋଟ୍ ୩୬୭୩ ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ସରକାରୀ ଜମି ବିନା ମୂଲ୍ୟରେ ପ୍ରଦାନ କରାଯାଇଛି। ଏନେଇ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଉତ୍ତର ରଖିଛନ୍ତି। ଆଗାମୀ ବର୍ଷ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମରେ ମୋବାଇଲ ସେବା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700735103.jpg)