Advertisment

ମେଣ୍ଟ ହେବନି, ଦିଲ୍ଲୀରୁ ଫେରି ଚିତ୍ର ସ୍ପଷ୍ଟ କଲେ ମନମୋହନ

ଓଡ଼ିଶାରେ ମେଣ୍ଟ ହେବନି କହିଲେ ମନମୋହନ ସାମଲ । ଲୋକସଭାରେ ୨୧ ଓ ବିଧାନସଭାରେ ୧୪୭ ଆସନରେ ଲଢ଼ିବୁ ।

Odisha Politics

Odisha Politics

Advertisment

ଓଡ଼ିଶାରେ ହେବନି ମେଣ୍ଟ, ଏକାକୀ ଲଢ଼ିବ ବିଜେପି। ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ରାଜ୍ୟରେ ବିଜେଡି ସହ କୌଣସି ମେଣ୍ଟ ହେବନି। ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ବିଜେପି ଏକା ଲଢିବ। ଏପରିକି ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ। ଏପଟେ ୨୪ ଲଢ଼େଇ ପାଇଁ ଖୁବ୍‌ଶୀଘ୍ର ଆସିବ ବିଜେପି ଯୋଦ୍ଧାଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା। ଯେକୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ମନମୋହନ ସୂଚନା ଦେଇଛନ୍ତି।

Advertisment
Advertisment

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ