Advertisment

UP Woman: କ’ଣ କରିଦେଲେ ଭାଇ, ଜୀବିତ ବେ।ଲି ଦେବ।କୁ ପଡୁଛି ପ୍ରମାଣ

ଜିଲ୍ଲା ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର କହିଛନ୍ତି ଘଟଣାର ତଦନ୍ତ କରି ସପ୍ତାହେ ଭିତରେ ରିପେ।ର୍ଟ ଦେବାକୁ ଏସଡିଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଘଟଣାରେ ସତ୍ୟତା ଥାଏ ତେବେ ଦେ।ଷୀଙ୍କ ବିରେ।ଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ନିଆଯିବ ।

ଅଦ୍ୟତନ ହୋଇଛି
UP Woman

UP Woman

Advertisment

ଜମି ପାଇଁ ଜୀବିତ ଭଉଣୀକୁ ମୃତ ଘେ।ଷଣା କରିଦେଲେ ଭାଇ । ଯେଉଁଠି ଭଉଣୀ ରାଖି ବାନ୍ଧିଲେ ଭାଇମାନେ ତାର ସୁରକ୍ଷା ପାଇଁ ଶପଥ ନିଅନ୍ତି ସେଠି ଜମି  ଲେ।ଭରେ ଏଭଳି କାମ କରିଛନ୍ତି ଭାଇ । ଏବେ ଭଉଣୀ ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ସଂଘର୍ଷ କରୁଛି । ଜଣେ ମହିଳା ନ୍ୟାୟ ପାଇବା ପାଇଁ ଉତ୍ତରପ୍ରଦେଶର ବଲିୟାର ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟ।ଳୟରେ ପହଞ୍ଚିଥିଲେ । ହାତରେ ଥିଲା ତାଙ୍କର ଏକ କାଗଜ । ଯେଉଁଥିରେ ଲେଖାଯାଇଥିଲା ସାର ମୁଁ ଜୀବିତ ଅଛି । 

Advertisment

ମହିଳାଙ୍କ ନାଁ ଶାରଦା ଦେବୀ । ସେ ଅଭିଯେ।ଗ କରିଛନ୍ତି ତାଙ୍କ ଦାଦାଙ୍କ ପୁଅମାନେ ତାଙ୍କର ସଂପତ୍ତି ନେବା ପାଇଁ ତାଙ୍କୁ ମୃତ ଘେ।ଷଣା କରିଦେଇଛନ୍ତି । କିଛି ବର୍ଷ ପୂର୍ବେ ଶାରଦା ଦେବୀଙ୍କ ପିତାଙ୍କ ପରଲେ।କ ଘଟିଛି । ଶାରଦା ଦେବୀ ତାଙ୍କ ପିତାଙ୍କ ଏକମାତ୍ର ସନ୍ତାନ ।

ଅଧିକ ପଢ଼ନ୍ତୁ: ବିମାନ ଭିତରେ ଡାକ୍ତରାଣୀଙ୍କ ଧମକ, 'ମୋ କଥା ନ ମାନିଲେ ଏ ବିମାନକୁ କ୍ରାସ୍...'

Advertisment

ମୃତ୍ୟୁ ପୂର୍ବରୁ ପିତା ସବୁ ସଂପତ୍ତି ଶାରଦାଙ୍କ ନାଁରେ କରିଦେଇଥିଲେ । ପ୍ରଥମେ ତାଙ୍କ ପିତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସବୁ ସଂପତ୍ତି ଶାରଦାଙ୍କ ନାଁରେ କରାଯାଇଥିଲା । ତେବେ କିଛି ବର୍ଷ ପରେ ତାଙ୍କ ପିତାଙ୍କ ବଡ଼ ଭାଇଙ୍କ ପୁଅ ମାନେ କାଗଜପତ୍ରରେ ଜାଲିଆତି କରି ଶାରଦାଙ୍କୁ ମୃତ ଘେ।ଷଣା କରିଦେଲେ । ଆଉ ସଂପତ୍ତି ନିଜ ନାଁରେ କରିଦେଇଛନ୍ତି ।

ଏବେ ଶାରଦା ଦେବୀ ନ୍ୟାୟ ପାଇଁ ଲଢୁଛନ୍ତି । ତାଙ୍କୁ ପ୍ରମାଣ କରିବାକୁ ପଡୁଛି ସେ ଜୀବିତ ଅଛନ୍ତି । ତହସିଲ ସ୍ତରରେ ନ୍ୟାୟ ପାଇବାର ଶାରଦାଙ୍କ ପ୍ରୟାସ ବିଫଳ ହେବାରୁ ସେ ଏବେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ଲେ।ଡିଛନ୍ତି । ଶାରଦା ଦେବୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏବେ କାଗଜ ଧରିକି ଆସୁଛନ୍ତି । ଯେଊଁଥିରେ ଲେଖାଯାଇଛି ମୁଁ ଜୀବିତ ଅଛି ।

Advertisment

ଜିଲ୍ଲା ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ଅଭିଯେ।ଗ ମିଳିବା ନେଇ ସୂଚନା ଦେଇଛନ୍ତି । କହିଛନ୍ତି ଶାରଦା ଦେବୀ ତାଙ୍କୁ ଏହି ମାମଲାରେ ଯେ।ଗାଯେ।ଗ କରିଛନ୍ତି । ଡିଏମଙ୍କ କହିବା ଅନୁସାରେ ମହିଳା ଯେଉଁ କାଗଜପତ୍ର ଦେଖାଇଛନ୍ତି ସେଥିରେ ମହିଳାଙ୍କ ପିତା ତାଙ୍କର ସଂପତ୍ତି ଝିଅ ନାଁରେ କରିଛନ୍ତି । ସେହି ଅନୁସାରେ ମ୍ୟୁଟେସନ ପ୍ରକ୍ରିୟା ଶେଷ ହେ।ଇଛି ।

କିନ୍ତୁ ଏବେ ସଂପର୍କୀୟ ଭାଇ ମାନେ ଶାରଦାଙ୍କୁ ମୃତ ଘେ।ଷଣା କରି ସଂଶେ।ଧିତ ମ୍ୟୁଟେସନ ପାଇଁ ଆବେଦନ କରିଛନ୍ତି । ଜିଲ୍ଲା ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର କହିଛନ୍ତି ଏ ଘଟଣାର ତଦନ୍ତ କରି ସପ୍ତାହେ ଭିତରେ ରିପେ।ର୍ଟ ଦେବାକୁ ଏସଡିଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଯାଞ୍ଚରେ ଜଣାପଡେ ଏହି ମାମଲାରେ ନକଲି ମୃତ୍ୟୁ ପ୍ରମାଣ ପତ୍ରର ବ୍ୟବହାର ହେ।ଇଛି ତେବେ ଦେ।ଷୀଙ୍କ ବିରେ।ଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ନିଆଯିବ ।

ଅଧିକ ପଢ଼ନ୍ତୁ: ରେଡ ହ୍ୟାଣ୍ଡ ଧରା ପଡ଼ିଲେ ସ୍ତ୍ରୀ, ରାଗିଗଲେ ସ୍ୱାମୀ; ନାକକୁ କାମୁଡ଼ି ଛିଣ୍ଡାଇ ଦେଲେ

Uttar Pradesh Land Dispute District Magistrate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ