Advertisment

୪ ଦିନ ହେବ ଦୁନିଆକୁ ଆସିଥିଲା, ଯିବା ବେଳକୁ ୬ ଜଣଙ୍କୁ ନୂଆ ଜୀବନ ଦେଲା...

ଶିଶୁଟି ଜନ୍ମ ହେବା ପରେ ବୋହୋସ ଥିଲା ପରେ ତାକୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ଆଇସିୟୁରେ ରଖାଯିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇପାରିନଥିଲା।

ଅଦ୍ୟତନ ହୋଇଛି
Organ Donate

Organ Donate

Advertisment

ମାତ୍ର ୪ ଦିନର ଶିଶୁର ଅଙ୍ଗଦାନ, ବଞ୍ଚିଗଲା ୬ଟି ଜୀବନ । ଏଭଳି ଖବର ଆସିଛି ସୁରତରୁ । ସହରରେ ମାତ୍ର ୪ ଦିନର ଗୋଟିଏ ଶିଶୁର ଅଙ୍ଗଦାନ କରାଯାଇଛି। ସୁରତ ସରଥାନାରେ ରହୁଥିବା ହର୍ଷଙ୍କ ପତ୍ନୀ ଚେତନା ଅକ୍ଟୋବର ୧୩ରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବା ପରେ ବୋହୋସ ଥିଲା। ପରେ ତାକୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ଆଇସିୟୁରେ ରଖାଯିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇପାରିନଥିଲା।

Advertisment

ବୁଧବାର ଡାକ୍ତର ବ୍ରେନ ଡେଡ୍ ଘୋଷଣା କରିବା ପରେ ପରିବାର ସଦସ୍ୟ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଶିଶୁର କିଡନୀ, ଲିଭର ସହ କିଛି ଅଙ୍ଗକୁ ଦାନ କରାଯାଇଛି। ସବୁଠାରୁ ବଡ କଥା ଏହି ଶିଶୁର ଅଙ୍ଗ ଦ୍ୱାରା ୬ଟି ଶିଶୁଙ୍କୁ ନୂଆ ଜୀବନ ମିଳିପାରିଛି। 

Organ Donate New Born Baby
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ