Laxmi Bus
Advertisment
ଲକ୍ଷ୍ମୀ ବସ୍ ଯୋଜନାକୁ ପୁଣି ବିରୋଧ। ଆଜି ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଆରମ୍ଭ ହୋଇଛି। ଏହାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିବା ପରେ ଏବେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ବି ବିରୋଧ ଜଣାଇଛି। ଏନେଇ ବିଭିନ୍ନ ଜିଲ୍ଲାରୁ ବସ୍ ମାଲିକ ମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ।
Advertisment
ଆସନ୍ତା ୨୫ ତାରିଖରେ ରାୟଗଡ଼ାରେ ଲକ୍ଷ୍ମୀ ବସ୍ ଯୋଜନାରେ ୪୦ଟି ବସ୍ ର ଉଦଘାଟନ ରହିଛି। ଏହାପୂର୍ବରୁ ଗଜପତି, କୋରାପୁଟ ଭଳି ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ଚାଲୁଛି ଲକ୍ଷ୍ମୀ ବସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Laxmi_Bus_1700646843.jpg)