Advertisment

ନୂଆ ଷ୍ଟାଇଲ୍‌ରେ ଭିନ୍ନ ଅନ୍ଦାଜରେ SPଙ୍କୁ ବିଦାୟ ସମ୍ବର୍ଦ୍ଧନା, ଦେଖନ୍ତୁ ଭିଡିଓ

ଯାହାକୁ ନେଇ SP ଏସ. ସୁଶ୍ରୀ ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଥିଲା l ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି l

ଅଦ୍ୟତନ ହୋଇଛି
Nabarangpur SP

Nabarangpur SP

Advertisment

ଭିନ୍ନ ଭିନ୍ନ ଅନ୍ଦାଜରେ ନବରଙ୍ଗପୁର SPଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା । ନବରଙ୍ଗପୁରର SP ଏସ.ସୁଶ୍ରୀଙ୍କୁ ମୟୁରଭଞ୍ଜ SP ଭାବେ ବଦଳି ପରେ ଜିଲ୍ଳା ପୋଲିସ୍ ପକ୍ଷରୁ ତାଙ୍କୁ ଭବ୍ୟ ବିଦାୟକାଳିନୀ ସମ୍ବର୍ଦ୍ଧନା ଦିଆଯାଇଛି । ଭିନ୍ନ ଭିନ୍ନ ଅନ୍ଦାଜରେ ଏସ. ସୁଶ୍ରୀଙ୍କୁ ବିଦାୟ ଦିଆଯାଇଥିଲା । ଜିଲ୍ଳା ପୋଲିସ ବାହିନୀ ତରଫରୁ ରାସ୍ତାରେ ଫୁଲ ବର୍ଷା କରାଯିବା ସହ ଫୁଲ ବିଛା ଯାଇଥିଲା । ଏବଂ ବାଜା ବଜାଇବା ସହିତ ଉପସ୍ଥିତ ପୋଲିସ ବାହିନୀ ତରଫରୁ ନାଚି ନାଚି ବିଦାୟ ଜଣାଯାଇଥିଲା l ଯାହାକୁ ନେଇ SP ଏସ. ସୁଶ୍ରୀ ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଥିଲା l ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି l

Advertisment

SP Farewell
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ