Advertisment

ଭାରତୀୟ ନୌସେନାରେ ସାମିଲ ହେବେ ୨ ହଜାର ୬୧୬ ଅଗ୍ନିବୀର

ଦ୍ୱିତୀୟ ବ୍ୟାଚ ପ୍ରଶିକ୍ଷଣ ପାଇ ଏଠାରୁ ପରବର୍ତ୍ତୀ ୧୬ ମାସ ଲାଗି ଟ୍ରେନିଂକୁ ଯିବେ ।

ଅଦ୍ୟତନ ହୋଇଛି
INS Chilika

INS Chilika

Advertisment

ଭାରତୀୟ ନୌସେନାରେ ସାମିଲ ହେବେ ୨ ହଜାର ୬୧୬ ଅଗ୍ନିବୀର। ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଗ୍ନିପଥ ଯୋଜନାର ଏହା ଭାରତୀୟ ନୌସେନାର ଦ୍ୱିତୀୟ ବ୍ୟାଚ । ପ୍ରଥମ ବ୍ୟାଚ ମାର୍ଚ୍ଚ ୨୮ ତାରିଖରେ ଆଇଏନଏସ ଚିଲିକାରୁ ୨ ହଜାର ୫୮୫ ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇ ନୌସେନାରେ ସାମିଲ ହୋଇଥିଲେ। ଆଜି ଦ୍ୱିତୀୟ ବ୍ୟାଚ ପ୍ରଶିକ୍ଷଣ ପାଇ ଏଠାରୁ ପରବର୍ତ୍ତୀ ୧୬ ମାସ ଲାଗି ଟ୍ରେନିଂକୁ ଯିବେ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ