Ginger Garlic Price Hike
Advertisment
ମାର୍କେଟରେ ଅଚାନକ ବଢିଛିି ଅଦା ରସୁଣର ଦର । ମେ’ ମାସରେ ଅଦା ଏବଂ ରସୁଣର ଦର କିଲୋ ପିଛା ସାଧାରଣତଃ ୪୦ ରୁ ୫୦ ଟଙ୍କା ଭିତରେ ରହିଥାଏ । କିନ୍ତୁ ଏବେ ହୋଲସେଲ୍ ରେଟ୍ ଅଦା କିଲୋ ପ୍ରତି ୨୦୦ଟଙ୍କା ରହିଥିବା ବେଳେ ରସୁଣ ଦର ୧୦୦ଟଙ୍କା ରହିଛି । ଏଥିଯୋଗୁଁ ଗ୍ରାହକମାନେ ଅଦା, ରସୁଣ କିଣିବା ପୂର୍ବରୁ ଅନେକ ଥର ଭାବୁଛନ୍ତି । ଏପରିକି ଆବଶ୍ୟକତା ଠାରୁ କମ୍ କିଣିବାକୁ ବାଧ୍ୟ ହେଉଛନ୍ତି । ଉତ୍ପାଦନ କମ ଥିବାରୁ ଦର ଅଚାନକ ବଢିଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685162345.jpg)