Advertisment

ଶ୍ରୀମନ୍ଦିର ଗୁମୁଟ ତଳ ଭାଗରେ ଫାଟ ! ଆଗରୁ ଜାଣିଥିଲୁ କହିଲା ପୁରୀ ASI

'କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେ ଫାଟ ହୋଇଛି' । 'ଫାଟ ଆଜିର ନୁହେଁ, ଦୀର୍ଘଦିନର; ଆମେ ରିପ୍ଲେସ କରିବୁ' ।

Srimandir

Srimandir

Advertisment

ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ତଳ ଭାଗରେ ଫାଟ ଥିବା ଆଗରୁ ଜଣାଥିଲା। ଘଟଣାର ଅନୁଧ୍ୟାନ କରାଯାଇଛି, ଦୁଇ ଚାରି ଦିନରେ ପଥର ବଦଳାଇ ଦିଆଯିବ। ପୁରୀ ସର୍କଲର ASI ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେହି ଫାଟ ହୋଇଛି। 'ଫାଟ ଆଜିର ନୁହେଁ, ଦୀର୍ଘଦିନର। ଆମେ ଏହାକୁ ରିପ୍ଲେସ କରିବୁ ବୋଲି ସେ କହିଛନ୍ତି।

Advertisment

'ଗରୁଡ଼ ସ୍ତମ୍ଭର ପୂର୍ବପଟ ବିମରେ ଫାଟ ଅଛି, ହେଲେ ୫ ବର୍ଷରେ ଫାଟ ବଢ଼ିନି। ଷ୍ଟେନଲେସ୍ ଷ୍ଟିଲର ସପୋର୍ଟିଭ୍ ବିମ୍ ପ୍ରସ୍ତୁତ ହୋଇଛି। ରଥଯାତ୍ରା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି। ରଥଯାତ୍ର ପୂର୍ବରୁ କାମ ସାରିବାକୁ ଏଏସଆଇ ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ଏଏସଆଇ ଅଧିକ୍ଷକ।

Srimandir Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ