ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ତଳ ଭାଗରେ ଫାଟ ଥିବା ଆଗରୁ ଜଣାଥିଲା। ଘଟଣାର ଅନୁଧ୍ୟାନ କରାଯାଇଛି, ଦୁଇ ଚାରି ଦିନରେ ପଥର ବଦଳାଇ ଦିଆଯିବ। ପୁରୀ ସର୍କଲର ASI ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେହି ଫାଟ ହୋଇଛି। 'ଫାଟ ଆଜିର ନୁହେଁ, ଦୀର୍ଘଦିନର। ଆମେ ଏହାକୁ ରିପ୍ଲେସ କରିବୁ ବୋଲି ସେ କହିଛନ୍ତି।
Also Read
'ଗରୁଡ଼ ସ୍ତମ୍ଭର ପୂର୍ବପଟ ବିମରେ ଫାଟ ଅଛି, ହେଲେ ୫ ବର୍ଷରେ ଫାଟ ବଢ଼ିନି। ଷ୍ଟେନଲେସ୍ ଷ୍ଟିଲର ସପୋର୍ଟିଭ୍ ବିମ୍ ପ୍ରସ୍ତୁତ ହୋଇଛି। ରଥଯାତ୍ରା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି। ରଥଯାତ୍ର ପୂର୍ବରୁ କାମ ସାରିବାକୁ ଏଏସଆଇ ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ଏଏସଆଇ ଅଧିକ୍ଷକ।