ଅଦ୍ୟତନ ହୋଇଛି
Chilika Boat Stuck
Advertisment
ମଝି ଚିଲିକାରେ ଫସିଲା ଡଙ୍ଗା, ଅଟକି ରହିଛନ୍ତି ୬୦ ଯାତ୍ରୀ । ପୁରୀ ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ ଚିଲିକା ମଝିରେ ଡଙ୍ଗା ଫସି ରହିଛି । ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଏମିତି ଡଙ୍ଗା ଫସି ରହିଛି । ମିଳିଥିବା ସୂଚନା ମୁତାବକ, ଡଙ୍ଗାରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଥିବା ଯୋଗୁଁ ଆଗକୁ ଆଉ ବଢ଼ି ପାରୁନି। ଚିଲିକାରେ ଫସିଥିବା ଏହି ଡଙ୍ଗାରେ ଯାତ୍ରୀଙ୍କ ସହ ୩୦ରୁ ଅଧିକ ଗାଡ଼ି ମଧ୍ୟ ରହିଥିବା ସୂଚନା ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696160588.jpg)