ରେଳ ଷ୍ଟେସନରେ ଖାଇବା, ପିଇବା ସବୁ କିଛି ମାଗଣା !! ଦେଖାଇବାକୁ ହେବ ଏହି କ୍ରେଡିଟ୍‌ କାର୍ଡ

କେଉଁ କ୍ରେଡିଟ୍‌ କାର୍ଡ ଦେଖାଇଲେ ରେଳ ଷ୍ଟେସନରେ ମିଳିବ ମାଗଣା ଖାଇବା . . ଦେଖି ନିଅନ୍ତୁ ତାଲିକା

Railway Station

ଭାରତରେ ଅଧାରୁ ଅଧିକ ଲୋକ ଟ୍ରେନ୍‌ରେ ଯିବାଆସିବା କରନ୍ତି । କିନ୍ତୁ ଅନେକ ଥର ରେଳ ଷ୍ଟେସନରେ ସମୟ ପୂର୍ବରୁ ପହଞ୍ଚିଗଲେ ପ୍ଲାଟଫର୍ମରେ ଅଧିକ ସମୟ ବିତାଇବାକୁ ପଡେ । ଏଭଳି ସ୍ଥିତିରେ ଆପଣ ଦେଶର କିଛି ନିର୍ଦ୍ଧାରିତ ରେଳ ଷ୍ଟେସନରେ ନିର୍ମିତ ରେଳ ଲାଉଞ୍ଜ(Railway Lounge)ରେ ଇଣ୍ଟରନେଟ୍, ଖାଦ୍ୟ ଏବଂ ପାନୀୟ ସହିତ ଖୁସିରେ ସମୟ ବିତାଇ ପାରିବେ ।

ଅନେକ ହୁଏତ ଜାଣିନଥିବେ, ଆପଣ ମାଗଣାରେ ରେଳ ଲାଉଞ୍ଜ(Railway Lounge Access)ର ସୁବିଧା ପାଇପାରିବେ । ବର୍ତ୍ତମାନ କ୍ରେଡିଟ କାର୍ଡ ମାଧ୍ୟମରେ ରେଳ ଲାଉଞ୍ଜର ସୁବିଧା ଉପଲବ୍ଧ । ଏଥିପାଇଁ କିଛି ନିର୍ଦ୍ଦିଷ୍ଟ କ୍ରେଡିଟ କାର୍ଡ ହିଁ କାମରେ ଆସେ । ଯଦି ଆପଣ ବାରମ୍ବାର ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଯାତ୍ରା ପୂର୍ବରୁ ରେଳ ଲାଉଞ୍ଜରେ ଆରାମ କରିପାରିବେ ।

ଅଧିକ ପଢ଼ନ୍ତୁ: ରେଳରେ ମିଳିବ ଭୂରି ଭୋଜନ, ହ୍ୱାଟ୍ସଆପ୍‌ରେ ଖାଦ୍ୟ ଅର୍ଡର କରିପାରିବେ ଯାତ୍ରୀ...ଜାଣନ୍ତୁ ନମ୍ବର

ରେଳ ଲାଉଞ୍ଜରେ ଉପଲବ୍ଧ ହେଉଥିବା ସୁବିଧା –

ବଜାରରେ ଅନେକ କ୍ରେଡିଟ୍ କାର୍ଡ ଅଛି ଯାହା ଏହି ପ୍ରକାର ସୁବିଧା ପ୍ରଦାନ କରିଥାଏ । ରେଳ ଲାଉଞ୍ଜ ଅପରେଟର ଦ୍ୱାରା non-refundable card validation charge ସ୍ୱରୂପ ୨ ଟଙ୍କାର ଟ୍ରାନଜାକ୍ସନ୍‌ କରାଯିବ । ମାଗଣା ରେଳ ଲାଉଞ୍ଜ ସୁବିଧା ପ୍ରଦାନ କରୁଥିବା ସର୍ବୋତ୍ତମ କ୍ରେଡିଟ କାର୍ଡ ଗୁଡ଼ିକର ତାଲିକା ଦେଖନ୍ତୁ . .