Advertisment

ଦେବଗଡ଼-ଜଗତସିଂହପୁରରୁ ଆସିଲା ଅର୍ପଣ ରଥ ଚାଉଳ

ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।

Arpana Chaula

Arpana Chaula

Advertisment

ପୁରୀରେ ପହଞ୍ଚିଲା ଅର୍ପଣ ରଥରେ ସଂଗୃହୀତ ଚାଉଳ, ଗୁଆ ଓ ନଡ଼ିଆ। ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଛି ଏହି ଚାଉଳ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦ୍ୱାରା ଦିଆଯାଇଥିବା ଭକ୍ତି ଅର୍ଘ୍ୟ ପ୍ରଶାସନକୁ ପ୍ରଦାନ କରାଯାଉଥିବା ବେଳେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଏହାକୁ ଗ୍ରହଣ କରୁଛନ୍ତି। ଗୁଣ୍ଡିଚା ମନ୍ଦିରରେ ଏହାକୁ ସୁରକ୍ଷିତ ଭାବେ ରଖାଯାଇଛି। ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment

Advertisment
Srimandir Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ