‘Burqa wali’ hugs and kisses groom watch viral video
ସାଧାରଣତଃ ବିବାହ କାର୍ଯ୍ୟକ୍ରମରେ ଯଦି ଇମୋସନ୍, ଡ୍ରାମା, ମଜାକ୍, ମ୍ୟୁଜିକ୍ ଓ ଡ୍ୟାନ୍ସ ଇତ୍ୟାଦି ନଥାଏ ତା’ହେଲେ ଏହା ଫିକା ଫିକା ଲାଗିଥାଏ। ଏହି ସେଲିବ୍ରେସନ୍କୁ ଆହୁରି ସ୍ପେଶାଲ୍ କରିଥାନ୍ତି ସାଙ୍ଗସାଥୀ ଓ ସମ୍ପର୍କୀୟ। ହେଲେ ଆପଣ କେବେ ଦେଖିଛନ୍ତି ଷ୍ଟେଜ୍ ଉପରେ ବର କିମ୍ବା କନ୍ୟାକୁ କେହି ଅଜଣା ବ୍ୟକ୍ତି ହଠାତ୍ ଆଲିଙ୍ଗନ୍ କିମ୍ବା କିସ୍ କରିବା। ହୁଏତ ସେହି ସମୟରେ ଏପରି କିଛି ଯଦି ଘଟେ ତା’ହେଲେ ଲାଇଫ୍ପାର୍ଟନର ଓ ଉପସ୍ଥିତ ଅତିଥି ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଥାଏ।
ଅଧିକ ପଢ଼ନ୍ତୁ: ବାୟା କଲାଣି ‘ୱାର୍କ ଫ୍ରମ୍ ହୋମ୍’ କନ୍ସେପ୍ଟ ! ବାହା ବେଦୀରେ ଲାପ୍ଟପ୍ ଧରି ବର କରୁଛି ଅଫିସ୍ କାମ..
ଏବେ ସୋସିଆଲ୍ ମିଡିଆ ରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠି ଷ୍ଟେଜ୍ ଉପରେ ବରକୁ ଆଲିଙ୍ଗନ କରିବା ସହ କିସ୍ କରୁଛନ୍ତି ବୁର୍ଖା ପିନ୍ଧିଥିବା ଜଣେ ଲୋକ। ଆଉ ଏହି ସମୟରେ କନ୍ୟା ହସୁଥିବା ନଜର ଆସିଛି। ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳିଛି, ନବବିବାହିତ ବର ଓ କନ୍ୟା ଷ୍ଟେଜ୍ ଉପରେ ଛିଡ଼ା ହୋଇ ଗେଷ୍ଟ୍ଙ୍କୁ ସ୍ୱାଗତ କରୁଛନ୍ତି। ଏହି ସମୟରେ ବୁର୍ଖା ପିନ୍ଧି ଥିବା ଜଣେ ମହିଳା ଆସି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ତାଙ୍କ ପଛେ ପଛେ ଆଉ ଜଣେ ବୁର୍ଖା ପିନ୍ଧିଥିବା ଲୋକ ଆସି ବରକୁ ଆଲିଙ୍ଗନ କରି କିସ୍ କରିଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହି ସମୟରେ କନ୍ୟା ଚୁପ୍ ହୋଇ ଛିଡ଼ା ହେବାସହ ହସୁଥିବା ଦେଖିବାକୁ ମିଳିଥିଲା। ପରେ ଜଣାପଡ଼ିଥିଲା ବୁର୍ଖା ଭିତରେ ଥିବା ଲୋକ ଝିଅ ନୁହେଁ ବରଂ ଜଣେ ପୁଅ। ସେ ବରର ଘନିଷ୍ଠ ବନ୍ଧୁ ବୋଲି ଜଣାପଡ଼ିଛି। ମଜାକ୍ରେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1670213778.jpg)