Advertisment

Good News: ସାବାସ ଅଙ୍ଗନବାଡି ଦିଦି, ବଢି ପାଣିରେ ଆସିଲେ ଦିଦି

ବଢ଼ି ପାଣିରେ ପାର ହୋଇ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଲେ ଦିଦି। ନଦୀ ସୁଅକୁ କାଟି ପେଟେ ପାଣିରେ ପହଁରି ପହଁରି ଗଲେ ଅଙ୍ଗନବାଡ଼ି ଦିଦି।

ଅଦ୍ୟତନ ହୋଇଛି
ସାବାସ ଅଙ୍ଗନବାଡି ଦିଦି

ସାବାସ ଅଙ୍ଗନବାଡି ଦିଦି

Advertisment

ରାଜ୍ୟରେ କିଛି ସ୍ଥାନରେ କିଛିଦିନ ହେବ ଲାଗି ରହିଛି ଲଗାଣ ବର୍ଷା। ଫଳରେ ଅନେକ ନଦୀରେ ଉଛୁଳା ପାଣି। ଏଭଳି ନଈ ବଢ଼ି ସମୟରେ ଅନେକ୍ ଦୃଶ୍ୟ ସାମ୍ନାକୁ ଆସେ। ଉଛୁଳା ନଦୀ ପାରି ହୋଇ କିଏ ରିଲିଫ୍, ଭତ୍ତା ବାଣ୍ଟିବା ଓ ପିଲାଙ୍କୁ ପାଠ ପଢ଼ାଇବାକୁ ଯିବାର ଘଟଣା ସାମ୍ନାକୁ ଆସେ। ଜଣେ ଅଙ୍ଗନବାଡି ଦିଦି ଭରା ନଦୀ ପାରି ହୋଇ ପିଲାଙ୍କୁ ପାଠ ଆସିବା ଘଟଣା ସାମ୍ନାକୁ ଆସିଛି।

Advertisment

ବଢ଼ିପାଣିରେପାରହୋଇଅଙ୍ଗନବାଡିକେନ୍ଦ୍ରରେପହଞ୍ଚିଲେଦିଦି।ନଦୀସୁଅକୁକାଟିପେଟେପାଣିରେପହଁରିପହଁରିଗଲେଅଙ୍ଗନବାଡ଼ିଦିଦି।କେନ୍ଦୁଝରଜିଲ୍ଲାବାଂଶପାଳବ୍ଲକକାଦକଳାପଞ୍ଚାୟତହଳଡିହିଗାଁରଅଙ୍ଗନବାଡ଼ିଦିଦିକରିସ୍ମାନାଏକଙ୍କୁନେଇଏବେସବୁଠିଚର୍ଚ୍ଚା।କର୍ତ୍ତବ୍ୟପାଇଁନିଜଜୀବନକୁବାଜିଲଗାଇନଦୀପାରହୋଇଅଙ୍ଗନବାଡିକେନ୍ଦ୍ରରେପହଞ୍ଚିଥିଲେକରିସ୍ମା।ମଳଦାନଦୀଆରପଟେରହିଛିହଳଡିହିଗାଁ।

ଲଗାଣବର୍ଷାରେନଦୀଦୁଇକୂଳଖାଇବଢୁଥିଲା।ପୋଲନଥିବାରୁ୭ଦିନହେଲାଣିହଳଡିହିଗାଁପାଣିଘେରରେରହିଛି।ଆଜିନଦୀରେଟିକିଏପାଣିକମିବାପରେଅଙ୍ଗନବାଡିସେଣ୍ଟରକୁବାହାରିଥିଲେଦିଦି।ନିଜଗାଁକାଦକଳାଠାରୁଦୁଇକିଲୋମିଟରଚାଲିଲାପରେମଳଦାନଦୀପାରିହୋଇହଳଡିହିଗାଁକୁଯାଆନ୍ତି।ପୋଲନଥିବାରୁବର୍ଷାଦିନେଅସୁବିଧାଭୋଗିବାକୁପଡୁଛି।

Advertisment

ଗାଁଲୋକଙ୍କସହାୟତାରେନଦୀପାରହୋଇଅଙ୍ଗନବାଡିସେଣ୍ଟରକୁଆସିଥିଲେକରିସ୍ମାଦିଦି।ଏହାପରେସମସ୍ତଙ୍କମୁହଁରୁଗୋଟିଏକଥାବାହାରୁଛିସାବାସଦିଦି।

Odisha Telkoi Anganwadi Centre Anganwadi Kendra Anganwadis In Odisha Anganwadi Worker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ