ଶ୍ରୀମନ୍ଦିରକୁ ବିପଦ 'ଚଷମା କ୍ୟାମେରା'
ଶ୍ରୀମନ୍ଦିରସୁରକ୍ଷାକୁନେଇ ପୁଣିପ୍ରଶ୍ନ।ପୁଣିଧରାପଡ଼ିଲାକ୍ୟାମେରାସଂଯୁକ୍ତଚଷମା।ଗଲା୮ଦିନଭିତରେଶ୍ରୀମନ୍ଦିରଭିତରେଓବାହାରେହିଡେନ୍କ୍ୟାମେରାଯୁକ୍ତଚଷମାପିନ୍ଧିଧରାପଡ଼ିଲେଣି୩ଯୁବକ।ଜୁଲାଇ୨୯ରେ ଗୁପ୍ତକ୍ୟାମେରାଥିବାଚଷମାପିନ୍ଧିବେହରଣଦ୍ବାରଯାଏଁପ୍ରବେଶକରିଥିଲେପୁରୀରଅଭିଜତକର।ଅଗଷ୍ଟ୪ରେଗୁଜରାଟରବିପୁଲପାଲନାମକଯୁବକଶ୍ରୀମନ୍ଦିରକୀର୍ତ୍ତନଚକଡ଼ାରେବୁଲୁଥିବାବେଳେତାଙ୍କଠୁଜବତହୋଇଥିଲାସ୍ପାଏକ୍ୟାମେରାଯୁକ୍ତଚଷମାଓମୋବାଇଲ୍।ଆଉଆଜି ଅଗଷ୍ଟ୫ରେପୁଣିସମାନଘଟଣାରପୁନରାବୃତ୍ତି ହୋଇଛି।ପଶ୍ଚିମବଙ୍ଗରପୀତିଶପାଲହିଡେନ୍ଚଷମାପିନ୍ଧିପଶ୍ଚିମଦ୍ବାରଦେଇଶ୍ରୀମନ୍ଦିରକୁପ୍ରବେଶବେଳେତାଙ୍କୁଧରିଥିଲେଦାୟିତ୍ବରେଥିବାସୁରକ୍ଷାକର୍ମୀ।
ପ୍ରଶ୍ନଉଠୁଛି, କାହିଁକିଶ୍ରୀମନ୍ଦିରଭିତରକୁସ୍ପାଏକ୍ୟାମେରାଧରିପ୍ରବେଶକରୁଛନ୍ତିରାଜ୍ୟତଥାରାଜ୍ୟବାହାରରବ୍ୟକ୍ତି ? କୁହାଯାଉଛି, ଶ୍ରୀମନ୍ଦିରକୁମୋବାଇଲଓକ୍ୟାମେରାପ୍ରବେଶଅନୁମତିନଥିବାରୁକଟକଣାଯୁକ୍ତଶ୍ରୀମନ୍ଦିରରଫଟୋଓଭିଡିଓନେବାକୁଉଦ୍ୟମକରୁଥାଇପାରନ୍ତିକିଛିୟୁଟୁବର।ଆଉଏଥିପାଇଁହିଁସେମାନେଏଭଳିସ୍ପାଇକ୍ୟାମେରାଓହାଇଟେକ୍ଗେଜେଟରବ୍ୟବହାରକରୁଛନ୍ତି।ସେପଟେବାରମ୍ବାରଏଭଳିଘଟଣାସମ୍ନାକୁଆସିବାପରେଶ୍ରୀମନ୍ଦିରସୁରକ୍ଷାପ୍ରସଙ୍ଗକୁନେଇଚିନ୍ତାରେବରିଷ୍ଠସେବାୟତ।ଏଭଳିତ୍ରୁଟିକୁରୋକିବାକୁହେଲେକଡ଼ାଆଇନ୍ସାଙ୍ଗକୁକଠୋରଦଣ୍ଡବିଧାନରବ୍ୟବସ୍ଥାଲାଗିସେମାନେଦାବିକରିଛନ୍ତି।
ତେବେଏହିତିନିଟିଘଟଣାରେପୋଲିସଅଭିଯୁକ୍ତମାନଙ୍କୁକେବଳଜେରାକରିମାମଲାରୁଜୁପରେଛାଡ଼ିଦେଇଛି।ଏବେପ୍ରଶ୍ନଏମାନଙ୍କସ୍ପାଏକ୍ୟାମାରାରୁଲିକ୍ହୋଇନିତଶ୍ରୀମନ୍ଦିରଭିତରରଫଟୋ ? ସ୍ପାଏକ୍ୟାମେରାଧରିଶ୍ରୀମନ୍ଦିରକୁପ୍ରବେଶକରୁଥିବାବ୍ୟକ୍ତିଙ୍କସଂଖ୍ୟାଏତିକିରେସୀମିତନାଏମାନଙ୍କଭଳିଆହୁରିଅନେକ ? ସେପ୍ରଶ୍ନଏବେସମସ୍ତଙ୍କମନରେଉଙ୍କିମାରୁଛି।ସେପଟେଘଟଣାକୁଅତିଗମ୍ଭୀରତାରସହନେଇ, ସରକାରଏବାବଦରେଦୃଢପଦକ୍ଷେପପାଇଁଖୁବଶୀଘ୍ରନିଷ୍ପତ୍ତିନେଉଥିବାକହିଛନ୍ତିଆଇନ୍ମନ୍ତ୍ରୀପୃଥ୍ବୀରାଜହରିଚନ୍ଦନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754405400.jpg)