Advertisment

Market Complex Being Lifted: ମାଟିରୁ ଲିଫ୍ଟ ହେବ ପୁରା ମାର୍କେଟ କମ୍ପେକ୍ସ; ୫୦୦ ମିଟର୍ ଦୂରକୁ ଘୁଞ୍ଚିବ...

ସୁବର୍ଣ୍ଣପୁର ନ୍ୟୁ ଟାଉନ୍ ହଲ୍ ସମ୍ମୁଖରେ ଥିବା ଏକ ମାର୍କେଟ କମ୍ପେକ୍ସକୁ ଏବେ ଉପରକୁ ଲିଫ୍ଟ କରାଯାଉଛି। ହରିୟାଣାର ଏକ କମ୍ପାନି ଏହି କାମରେ ଲାଗିଛନ୍ତି।

 Market Complex Being Lifted

Market Complex Being Lifted

Advertisment

ମାଟିରୁ ଲିଫ୍ଟ ହେବ ପୁରା ମାର୍କେଟ କମ୍ପେକ୍ସ୫୦୦ ମିଟର୍ ଦୂରକୁ ଘୁଞ୍ଚିବସୁବର୍ଣ୍ଣପୁର ନ୍ୟୁ ଟାଉନ୍ ହଲ୍ ସମ୍ମୁଖରେ ଥିବା ଏକ ମାର୍କେଟ କମ୍ପେକ୍ସକୁ ଏବେ ଉପରକୁ ଲିଫ୍ଟ କରାଯାଉଛିହରିୟାଣାର ଏକ କମ୍ପାନି ଏହି କାମରେ ଲାଗିଛନ୍ତିବିନା ଅକ୍ଷତ ଅବସ୍ଥାରେ ଘୁଞ୍ଚାଯିବ ପୁରା କୋଠାକୁ

Advertisment

୫୦୦ ମିଟର୍ ଦୂରକୁ ଘୁଞ୍ଚାଇବା ପରେ ଏହାକୁ L-SHAPEରେ ରଖାଯିବ ୧୫ଟି ଦୋକାନ ଘରକୁଖାଲି ଏତିକି ନୁହେଁ ବର୍ତ୍ତମାନର ଉଚ୍ଚତାରୁ ୩ ଫୁଟ୍ ଉପରକୁ ଉଠିବ ଏହି କୋଠା୧୦ରୁ ଅଧିକ ଶ୍ରମିକ ଏହି କାମରେ ଲାଗିଛନ୍ତିଗଲା ମାସେ ଧରି ଚାଲିଥିବା କାମ ଆହୁରି ମାସେ ସମୟ ଲାଗିବ

ଅଧିକ ପଢ଼ନ୍ତୁ: କଂଗ୍ରେସ ସଭା ପାଇଁ କୋହଳ, ଜନତାଙ୍କ ପାଇଁ କଠୋର କାହିଁକି

 

Market Complexes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ