Advertisment

ଭଦ୍ରକ-ବାଲେଶ୍ୱର ସମେତ ଅନେକ ଜିଲ୍ଲାରେ ସ୍କୁଲ ଛୁଟି !

ଭଦ୍ରକରେ ପ୍ରଥମରୁ ଦ୍ବାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ । କେନ୍ଦୁଝର, ମୟୂରଭଞ୍ଜରେ ବି କାଲି ସମସ୍ତ ସ୍କୁଲ୍ ବନ୍ଦ ନିଷ୍ପତ୍ତି ।

ଅଦ୍ୟତନ ହୋଇଛି
School Closed

School Closed

Advertisment

୫ ଜିଲ୍ଲାରେ ଆସନ୍ତାକାଲି ପାଇଁ ସ୍କୁଲ୍ ଛୁଟି। ପ୍ରବଳ ବର୍ଷାର ଆଶଙ୍କା କରି ସ୍କୁଲ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ସେହି ୫ ଜିଲ୍ଲା ହେଉଛି, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ , କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର। ଭଦ୍ରକରେ ପ୍ରଥମରୁ ଦ୍ୱାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ। ସେହିପରି, ମୟୂରଭଞ୍ଜରେ ସ୍କୁଲ୍ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରେ ସ୍କୁଲ୍ ସହ ବନ୍ଦ ରହିବ କଲେଜ। କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯନ୍ତ ସ୍କୁଲ ଗୁଡ଼ିକ ବନ୍ଦ ରହିବାକୁ ଡିଇଓ ନିର୍ଦେଦଶ ଦେଇଛନ୍ତି। କାରଣ ଏସବୁ ଜିଲ୍ଲା ଗୁଡ଼ିକରେ କିଛି ସ୍କୁଲ୍ ଏବଂ କଲେଜ ଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଥିବାରୁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛିି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ