Panchang Today 10th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଚନ୍ଦ୍ର- ବୃଷ ଅହୋରାତ୍ର,ତିଥି- ୧୧ଶୀ ଦିବା ୧୦.୧୯ ଗତେ ୧୨ଶୀ,ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୧ ପାଦ-କୁଟିମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୦.୧୯ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

ଶୁଭସମୟ:

ପ୍ରାତଃ– ୦୬.୨୭ ରୁ ୦୭.୧୧

ପ୍ରାତଃ- ୦୭.୫୪ ରୁ ୦୯.୧୦

ଦିବା- ୧୨.୧୬ ରୁ ୦୩.୧୦

ଦିବା- ୦୩.୫୩ ରୁ ୦୫.୨୧

ସନ୍ଧ୍ୟା- ୦୬.୧୩ ରୁ ୦୮.୩୭

ରାତ୍ରି- ୧୨.୨୦ ରୁ ୦୨.୦୫

ରାତ୍ରି- ୦୨.୫୭ ରୁ ୦୪.୪୨

ଅଶୁଭସମୟ:

ରାହୁକାଳ- ଦିବା ୧୦.୩୨ ରୁ ୧୧.୫୪

କାଳବେଳା- ଦିବା ୧୦.୩୨ ରୁ ୧୧.୫୪

ବାରବେଳା- ଦିବା ୦୯.୧୦ ରୁ ୧୦.୩୨

କାଳରାତ୍ରି- ରାତ୍ରି ୦୮.୩୭ ରୁ ୧୦.୧୬