ତେଜିଲା ମୌସୁମୀ ଅଧିବେଶନ ପଲିଟିକ୍ସ
ବିଧାନସଭାମୌସୁମୀଅଧିବେଶନବିଳମ୍ବକୁନେଇତେଜିଲାରାଜନୀତି।ସରକାରଙ୍କୁଘେରିଲେବିରୋଧୀ।ନାରୀନିର୍ଯାତନାଘଟଣାରେସରକାରବ୍ୟାକଫୁଟରେଅଛନ୍ତି।ଆଉସେଥିପାଇଁମୌସୁମୀଅଧିବେଶନଡାକୁନାହାନ୍ତିବୋଲିଅଭିଯୋଗକରିଛନ୍ତିବିରୋଧୀବିଜେଡିଓକଂଗ୍ରେସ।ପ୍ରମୁଖବିରୋଧୀବିଜେଡିକହିଛି, ସାଧାରଣତଃଅଗଷ୍ଟରେଆରମ୍ଭହୋଇଥାଏବିଧାନସଭାରମୌସୁମୀଅଧିବେଶନ।ବର୍ତ୍ତମାନସୁଦ୍ଧାଅଧିବେଶନବସିବାନେଇନୋଟିସ୍ଆସିବାକଥା।କିନ୍ତୁଏପର୍ଯ୍ୟନ୍ତକୌଣସିନୋଟିସ୍ଆସିନଥିବାରୁଏହାସ୍ପଷ୍ଟଯେସରକାରବିଧାନସଭାକୁଭୟକରୁଛନ୍ତି।
ନାରୀନିର୍ଯାତନାବଢୁଥିବାରୁପ୍ରସଙ୍ଗକୁସରକାରସାମନାକରିବାକୁଡରୁଛନ୍ତି।କଂଗ୍ରେସମଧ୍ୟବିଜେଡିସହସ୍ବରମିଶାଇଛି।ଦଳକହିଛି, ଗୋଟିଏପରେଗୋଟିଏନାରୀନିର୍ଯାତନାଘଟଣାଘଟୁଛି।ମୌସୁମୀଅଧିବେଶନଆରମ୍ଭହେଲେବିରୋଧୀପ୍ରସଙ୍ଗଉଠାଇବେ।ଆଉଏହାକୁଏଡାଇବାକୁସରକାରବିଧାନସଭାଅଧିବେଶନକୁବିଳମ୍ବକରୁଛନ୍ତି।ସେପଟେସରକାରୀଦଳକହିଛି, ସରକାରଆଦୌବ୍ୟାକ୍ଫୁଟ୍ରେନାହାଁନ୍ତି।ଠିକ୍ସମୟରେବିଧାନସଭାରମୌସୁମୀଅଧିବେଶନବସିବ।
ନିୟମଅନୁସାରେବର୍ଷକୁବିଧାନସଭାରତିନିଟିଅଧିବେଶନବସିଥାଏ।ଗୋଟିଏବର୍ଷରେ୬୦ଦିନବିଧାନସଭାଚାଲିବାକଥା।ମୌସୁମୀଅଧିବେଶନଅଗଷ୍ଟପ୍ରଥମସପ୍ତାହରେସାଧାରଣତଃବସିଥାଏ।ଯାହାସୂଚନାରହିଛିଚଳିତଥରସେପ୍ଟେମ୍ବରରପ୍ରଥମକିମ୍ବାଦ୍ବିତୀୟସପ୍ତାହରେମୌସୁମୀଅଧିବେଶନଆରମ୍ଭହୋଇପାରେ।ବିଧାନସଭାବସିବାରମୁଖ୍ୟଉଦ୍ଦେଶ୍ୟହେଉଛିସେହିସମୟରେଘଟିଥିବାଘଟଣାତଥାଗୁରୁତ୍ବପୂର୍ଣ୍ଣଦିଗଉପରେପୁଙ୍ଖାନୁପୁଙ୍ଖଆଲୋଚନାକରିବା।ଯେଉଁଥିପାଇଁବିରୋଧୀଏବେପ୍ରଶ୍ନଉଠାଉଛନ୍ତି।
ସରକାରକେବେଡାକୁଛନ୍ତିବିଧାନସଭାଅଧିବେଶନ।ଆଉବିରୋଧୀଙ୍କଅନାସ୍ଥାଅଡୁଆଜାଲକୁକିଭଳିମୁକାବିଲାକରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753637623.jpg)