Advertisment

ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲା; କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲାରେ ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି।

Ollywood Actor Budhaditya Mohanty

Ollywood Actor Budhaditya Mohanty

Advertisment

ଶେଷରେ କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲାରେ ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି।

Advertisment

ପୂର୍ବରୁ ସୋସିଆଲ ମିଡିଆରେ କ୍ଷମା ମାଗିଥିବା ବେଳେ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ସେ କ୍ଷମାପ୍ରାର୍ଥନା କରିଛନ୍ତି। ଯାହା ପୋଷ୍ଟ କରିଥିଲେ ତାହା ତାଙ୍କର ଭୁଲ୍ ଥିଲା। ପରେ ସେ ଏହାକୁ ଜାଣିପାରି ତୁରନ୍ତ ଡିଲିଟ୍ ମଧ୍ୟ କରିଥିଲେ ବୋଲି କହିଛନ୍ତି।.. ବିବାଦୀୟ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ପୂର୍ବରୁ ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା ଦିଆଯାଇଥିଲା। 

Ollywood Actor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ