ମନ୍ କି ବାତ୍ ରେ ଓଡ଼ିଶାର ବଣମଲ୍ଲୀ
ବର୍ଷବର୍ଷଧରିସରକାରୀକଳଯାହାପାରିନଥିଲା, ତାହାକରିଦେଖାଇଥିଲାକେଇପଦମିଠାଗୀତ।ଗାଉଁଲିମଣିଷରମନକୁବଦଳାଇଦେଇଥିଲେ... ଏକଛୋଟିଆଗାଁମୁର୍ଗାପାହାଡ଼ିରପ୍ରମିଳାପ୍ରଧାନ।ନିଆଁରଆଁରୁସବୁଜବନାନୀକୁରକ୍ଷାକରିବାପାଇଁକେନ୍ଦୁଝରଜିଲ୍ଲାଘଟଗାଁବ୍ଲକ୍ମୁର୍ଗାପାହାଡ଼ିରପ୍ରମିଳାଆରମ୍ଭକରିଥିଲେସଂକୀର୍ତ୍ତନଅଭିଯାନ।ହେଲେପ୍ରମିଳାଙ୍କନେତୃତ୍ବରେଗାଁଗାଁବୁଲିନାମସଂକୀର୍ତ୍ତନକରୁଥିବାଏମଣ୍ଡଳୀକେବଳଏକଲୋକକଳାକୁଯେବଞ୍ଚାଇରଖିଛିତାନୁହେଁ।ବାଣ୍ଟିଚାଲିଛିସଚେତନତାରବାର୍ତ୍ତା।ଜଙ୍ଗଲସୁରକ୍ଷାରସବୁଜସନ୍ଦେଶ।
ପ୍ରମିଳାଙ୍କସଂକୀର୍ତ୍ତନଧ୍ବନିକେବଳଘଟଗାଁରଜଙ୍ଗଲଭୂଇଁ... କିଜିଲ୍ଲାରାଜ୍ୟଭିତରେସୀମିତନାହିଁ।ସୁଦୁରଦିଲ୍ଲୀରେପହଞ୍ଚିପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦିଙ୍କମନକୁଛୁଇଁପାରିଛିଏଭଳିପାରଂପାରିକକଳାରେଅଭିନବଛୁଙ୍କ।ମନ୍କୀବାତ୍କାର୍ଯ୍ୟକ୍ରମରେପ୍ରମିଳାଙ୍କପ୍ରୟାସରଭୂରିଭୂରିପ୍ରଶଂସାକରିଛନ୍ତିମୋଦି।
କେବଳଜଙ୍ଗଲନିଆଁନିବାରଣଅଭିଯାନନୁହେଁ, ବନବିଭାଗପ୍ରୋତ୍ସାହନରେକିଛିସ୍ଥାନୀୟମହିଳାଙ୍କୁନେଇଜିଆଖତଉତ୍ପାଦନରେବିଲାଗିଛନ୍ତିଉଦଯୋଗୀପ୍ରମିଳା।ସାଜିଛନ୍ତିସେମାନଙ୍କସ୍ବାବଲମ୍ବନରସୂତ୍ରଧର।
ଏଠିତନ୍ତରଠକ୍ଠକ୍ଶବ୍ଦହିଁଏମାନଙ୍କପାଇଁସଂକୀର୍ତ୍ତନ ଓସଂଗୀତରମୂର୍ଚ୍ଛନା।ଆଜିପ୍ରଧାନମନ୍ତ୍ରୀଙ୍କମନ୍କୀବାତ୍ରେଦେଶଜାଣିଛିଓଡ଼ିଶାମାଟିରଆଉଏକଲୁକ୍କାୟିତସଫଳକାହାଣୀ।ମୟୂରଭଞ୍ଜଜିଲ୍ଲାରେପାରଂପରିକସାନ୍ତାଳୀଶାଢ଼ୀରପୁନରୁଦ୍ଧାରପାଇଁ, ତନ୍ତଓସୂତାରେନିଜକୁହଜାଇଦେଇଥିବା୬୫୦ଆଦିବାସୀମହିଳାଙ୍କଅନନ୍ୟପ୍ରୟାସଓଅକ୍ଳାନ୍ତପରିଶ୍ରମରକଥା।
ଏମାନେସେଇନିରବସାଧିକା, ଯେଉଁମାନେନିଜଆଦିବାସୀସଂସ୍କୃତି, ପରିଚୟଓପରିଧାନକୁବଞ୍ଚାଇରଖିବାକୁଚେଷ୍ଟାକରୁଛନ୍ତିତନ୍ତଶିଳ୍ପମାଧ୍ୟମରେ।ଫୁଟାଶାଢ଼ୀପାଇଁଜଣାଶୁଣାମୟୂରଭଞ୍ଜବହଳଦାବ୍ଲକ୍ରବିଂଝୁଆଅଞ୍ଚଳହେଉ, ଅବାଉଦଳାରସୁନାପାଳଓଚୁଲିଆପୋଷି।ପ୍ରାକୃତିକରଙ୍ଗଓପାଂରପରିକସୂତାରେଆଦିବାସୀଗାମୁଛା, ଶାଢ଼ୀଓଅନ୍ୟପରିଧାନତିଆରିକରିଆତ୍ମନିର୍ଭରଶୀଳବନିଥିବାଏହିମହିଳାମାନେ, ପ୍ରଧାନମନ୍ତ୍ରୀଙ୍କମୁହଁରୁପ୍ରଶଂସାଶୁଣିଆଜିଯେତିକିଖୁସି, ତାଠୁବେଶିଉତ୍ସାହିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753638409.jpg)