Advertisment

Government Employees: ସରକାରୀ କଳରୁ ବିଦା ହେବେ ଅପାରଗ ବାବୁ

ନିୟମ ମୁତାବକ କାମ କରୁନଥିଲେ ବିଦା ହେବେ ଅପାରଗ ବାବୁ। HRMSରେ ତଥ୍ୟ ଅପଲୋଡ୍ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ

ବିଦା ହେବେ ଅପାରଗ ବାବୁ

ବିଦା ହେବେ ଅପାରଗ ବାବୁ

Advertisment

ସରକାରୀଅଫିସରୁବିଦାହେବେଅପରାଗବାବୁ। ନିୟମଅନୁଯାୟୀକାମକରୁନଥିଲେଦିଆଯିବବାଧ୍ୟତାମୂଳକଅବସର। ବିଭିନ୍ନସରକାରୀଅଫିସରେଥିବାଏଭଳିକାମଚୋର୍ଅଧିକାରୀକର୍ମଚାରୀଙ୍କକାର୍ଯ୍ୟରତଥ୍ୟମାଗିଲେମୁଖ୍ୟଶାସନସଚିବ। ୭ତାରିଖସୁଦ୍ଧାରିପୋର୍ଟଦେବାକୁସବୁବିଭାଗକୁହୋଇଛିକଡ଼ାନିର୍ଦ୍ଦେଶ।ଯାହାକିନିର୍ଦ୍ଦିଷ୍ଟଫର୍ମାଟରେମଗାଯାଇଛି।ସୂଚନାଅନୁସାରେ- କେଉଁବିଭାଗରେକେତେଅଧିକାରୀଙ୍କବିରୋଧରେଶୃଙ୍ଖଳାଗତକାର୍ଯ୍ୟାନୁଷ୍ଠାନବିଚାରଧୀନରହିଛି ? ମାସକରେକେଉଁକର୍ମଚାରୀକେତେଦିନକାମକରୁଛନ୍ତି ? କେତେଅଧିକାରୀକେତେଥରଫିଲ୍ଡଭିଜିଟ୍କରିଛନ୍ତି ? କାମକରୁନଥିବାକେତେଅଧିକାରୀଙ୍କୁବାଧ୍ୟତାମୂଳକଅବସରଦେବାକୁପ୍ରକ୍ରିୟାଆରମ୍ଭହୋଇଛି ? କେଉଁବିଭାଗରେକେତେପଦବୀଖାଲିଅଛି ? ଅଧିକାରୀଙ୍କଦକ୍ଷତାବିକାଶପାଇଁକଣପଦକ୍ଷେପନିଆଯାଇଛିକେତେଅଧିକାରୀଏଆଇଫ୍ରିକ୍ଲାସଦ୍ୱାରାଟ୍ରେନିଂନେଇଛନ୍ତି ? ନେଇମଧ୍ୟବିସ୍ତୁତତଥ୍ୟମାଗିଛନ୍ତିଚିଫ୍ସେକ୍ରେଟାରୀ।

Advertisment

ଅପାରଗକର୍ମଚାରୀଙ୍କୁବିଦାକରିବାକୁଗତଜୁଲାଇ୧୫ରେସଚିବସ୍ତରୀୟବୈଠକ ବେଳେହୋଇଥିଲାଗୁରୁତ୍ବପୂର୍ଣ୍ଣଆଲୋଚନା।ମୁଖ୍ୟଶାସନସଚିବମନୋଜଆହୁଜାଏନେଇକଠୋରଆଭିମୁଖ୍ୟପୋଷଣକରିଥିଲେ।ସାଧାରଣପ୍ରଶାସନବିଭାଗର୨୦୧୯ସେପ୍ଟେମ୍ବର୨୪ରସର୍କୁଲାରଅନୁଯାୟୀ, ଅପାରଗଅଧିକାରୀମାନଙ୍କୁଚାକିରିରୁବାଧ୍ୟତାମୂଳକଅବସରଦେବାକୁସ୍ପଷ୍ଟଭାବେଶୁଣାଇଥିଲେମୁଖ୍ୟଶାସନସଚିବ।ଏମିତିକିଯେଉଁଅଧିକାରୀଙ୍କବିରୋଧରେଶୃଙ୍ଖଳାଗତକାର୍ଯ୍ୟାନୁଷ୍ଠାନବିଚାରାଧୀନରହିଛିତାରତଥ୍ୟ HRMS ୱେବସାଇଟରେଦାଖଲକରିବାସହଏହାରନିୟମିତସମୀକ୍ଷାକରିଫୈସଲାକରିବାକୁବିକହିଥିଲେ।

ଏହାପୂର୍ବରୁସେପ୍ଟେମ୍ବର୨୭ରେଜିଲ୍ଲାପାଳସମ୍ମିଳନୀରେନେଇବିରୋକଠୋକ୍ଶୁଣାଇଥିଲେମୁଖ୍ୟମନ୍ତ୍ରୀମୋହନମାଝୀ।ସେକାଳପଖାଳଆଉନାହିଁ, ତେଣୁଅପରାଗଅଧିକାରୀନିଜମାନସିକତାପରିବର୍ତ୍ତନପାଇଁସେତେବେଳେଆହ୍ୱାନଦେଇଥିଲେସିଏମ୍।ଅପାରଗକର୍ମଚାରୀଙ୍କବିରୋଧରେତଥ୍ୟଅସିବାପରେକେତେଜଣଙ୍କବିରୋଧରେକିକାର୍ଯ୍ୟାନୁଷ୍ଠାନନେଉଛନ୍ତିରାଜ୍ୟସରକାର ?

Advertisment
Odisha News Odisha Govt Employees
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ