କିଏ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ? ତାକୁ ନେଇ ଲାଗିରହିଥିବା ଚର୍ଚ୍ଚାର ଘଟିଛି ଅବସାନ। ଶେଷରେ ସସପେନ୍ସ ଉପରୁ ପରଦା ହଟାଇଛନ୍ତି ରାଜ୍ୟ ସରକାର। ବୌଦ୍ଦ ବିଧାୟକ ସରୋଜ ପ୍ରଧାନଙ୍କୁ ମୁଖ୍ୟ ସଚେତକ କରାଯାଇଥିବାବେଳେ ରେମୁଣା MLA ଗୋବିନ୍ଦ ଚନ୍ଦ୍ର ଦାସ ହୋଇଛନ୍ତି ସରକାରୀ ଦଳ ଉପମୁଖ୍ୟ ସଚେତକ।