mla
ଗଞ୍ଜାମ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକଙ୍କ ବିରୋଧରେ ସଙ୍ଗିନୀ ଅଭିଯୋଗ l ଗୋଆ ସହର ପାଖ ଭେରେନା ପଞ୍ଚାୟତରେ ବେଆଇନ ଭାବେ ପାଞ୍ଚ ମହଲା ଘର ନିର୍ମାଣ କରି, ଏହି କୋଠାରେ ବିଧାୟକ ୪୦୦ ଶ୍ରମିକଙ୍କୁ ରଖି ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରାଇ କମିଶନ ନେଉଥିବା ଅଭିଯୋଗ ହୋଇଛି l
ଗଞ୍ଜାମ କୋଦଳାରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ ଏହି ବେଆଇନ୍ ଘରକୁ ଭାଙ୍ଗିବା ପାଇଁ ଗୋଆ ମାର୍ଗାଓ ଜିଲ୍ଲା ଜିଲ୍ଲା ସାଲକେଟ୍ ଅତିରିକ୍ତ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଛି। ଗୋଆ ଜିଲ୍ଲା ପ୍ରଶାସନଠୁ ନେଇ ପଞ୍ଚାୟତ ସରପଞ୍ଚଙ୍କ ନିକଟକୁ ଚିଠି କରାଯାଇଛି। ତେବେ ବେଆଇନ କୋଠା ସମ୍ବନ୍ଧରେ ବିଧାୟକ ନିଜ ସତ୍ୟପାଠରେ ଉଲ୍ଲେଖ କରିନଥିବା ବେଳେ ଘଟଣା ଉପରେ ଉଚ୍ଚସ୍ଥରୀୟ ତଦନ୍ତ ଲାଗି ଦାବି କରିଛନ୍ତି ଅଭିଯୋଗକାରୀ ବିଶ୍ବାମିତ୍ର ତ୍ରିପାଠୀ l ଅନ୍ୟପଟେ ଏନେଇ ବିଧାୟକ ପ୍ରତାପ ନାୟକ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mla_1756440196.jpg)