Advertisment

ରାବିଡ଼ି ପାଇଁ ହାଣି ଦେଲେ!! ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୁରୁତର

ପୁରୀ ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ ।

ଅଦ୍ୟତନ ହୋଇଛି
Sebayat

Sebayat

Advertisment

ପୁରୀ ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ । ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ହାଣିଦେଲେ । ପଶ୍ଚିମ ଦ୍ୱାରରେ ହାଣିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ସେବାୟତଙ୍କୁ ଭର୍ତ୍ତି କରାଯାଇଛି । ତେବେ ରାବିଡ଼ି ବିକାକୁ ନେଇ ଏହି ଘଟଣା ଘଟିଥିବା ଜଣା ପଡ଼ିଛି ।

Advertisment

କିଏ ରାବିଡ଼ି ବିକିବ, ଏହାକୁ ନେଇ ଗତ କିଛିଦିନ ଧରି ବଚସା ଲାଗି ରହିଥିଲା । କେବଳ ଯେଉଁମାନଙ୍କୁ ଅନୁମତି ମିଳିଛି, ସେମାନେ ହିଁ ବିକ୍ରି କରିବେ ବୋଲି କୁହାଯାଇଛି । ତଥାପି କିଛି ସେବାୟତ ଏହାକୁ ମାନୁନଥିବା ଜଣା ପଡ଼ିଛି । ଫଳରେ ରାବିଡ଼ି ବିକ୍ରିକୁ ନେଇ ଏହି ହଣାକଟା ହୋଇଛି ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । 

Sri Mandir Sri Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ