Advertisment

ସରୁନି ଦାଦନ ଦୁଃଖ; ଅନ୍ୟରାଜ୍ୟକୁ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଶିବ...

ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଦିଗପହଣ୍ଡ ଅଞ୍ଚଳର ଶିବ ନାଇକ । ଦୀର୍ଘ ଦୁଇ ମାସ ହେଲା ପୁନେର ଚିଞ୍ଛେୱାଡାରେ ଫସି ରହିଥିଲେ ।

Migrant labourer

Migrant labourer

Advertisment

ସରୁନି ଦାଦନ ଦୁଃଖ । ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର । ଦିଗପହଣ୍ଡ ଅଞ୍ଚଳର ଶିବ ନିର୍ଯାତନାର ଶିକାର । ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଦିଗପହଣ୍ଡ ଅଞ୍ଚଳର ଶିବ ନାଇକ । ଦୀର୍ଘ ଦୁଇ ମାସ ହେଲା ପୁନେର ଚିଞ୍ଛେୱାଡାରେ ଫସି ରହିଥିଲେ ।

Advertisment

ପରିବାର ଲୋକଙ୍କ ଅଭିଯୋଗ ପରେ ପାଟପୁର ପୋଲିସ ଯାଇ ତାଙ୍କୁ ଉଦ୍ଧାର କରିଛି । ପାଟପୁର ଥାନା ପଳାସପୁର ଗାଁର ନିରଞ୍ଜନ ନାଇକଙ୍କ ପୁଅ ଶିବ ନାଇକଙ୍କ ସହ ଅନ୍ୟ ଛଅ ଜଣ ଯୁବକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଜଣେ ଦଲାଲ ତାଙ୍କୁ ପୁନେ ନେଇ ଯାଇଥିଲେ ।

ପୁନେରେ ଦଲାଲ ଜଣକ ଦାଦନ ସର୍ଦ୍ଦାରଙ୍କ ଠାରୁ ତିନିଲକ୍ଷ ୫୦ ହଜାର ଟଙ୍କାରେ ଶ୍ରମିକଙ୍କୁ ଛାଡି ସେଠାରୁ ପଳାଇ ଆସିଥିଲା । ଧିରେ ଧିରେ ନିର୍ଯାତନା ବଢୁଥିବାରୁ ଶିବଙ୍କୁ ଛାଡି ଅନ୍ୟ ମାନେ ସେଠାରୁ ପଳାଇ ଆସିଥିଲେ । ପରେ ଶିବର ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । 

Advertisment
Migrant Labourers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ