/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756542259.jpg)
Maoist Camp Destroyed in Malkangiri: Heavy Arms and Explosives Seized
ଭୁଶୁଡ଼ିଲା ଲାଲ ଦୁର୍ଗ। ଧ୍ୱଂସ ହେଲା ମାଓ କ୍ୟାମ୍ପ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ କିଛି ମାଓବାଦୀ ମୃହାହତ ହୋଇଥିବା ସୂଚନା ମିଳିଛି । STF, DRG ଏବଂ ITBP ଯବାନଙ୍କ ପକ୍ଷରୁ ମିଳିତ ଭାବେ ମାଓ ବିରୋଧୀ ଅପରେସନ କରାଯାଇଥିଲା।
Advertisment
ଘଟଣାସ୍ଥଳରୁ ଶହେରୁ ଅଧିକ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି। LMG, AK-47 ରାଇଫଲ୍, ଇନସାସ୍, SLR, ଷ୍ଟେନ୍ଗନ୍ ସହ ଡେଟୋନେଟର ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏଥିସହ ୩ଶହରୁ ଅଧିକ ମାଓ ସାମଗ୍ରୀ ଜବତ କରାଯାଇଛି। ଯବାନମାନେ ଲଗାତାର ୫ ଦିନ ଧରି ମାଓ ଦମନ ଅପରେସନ ଚଳାଇ ଆସିଥିଲେ ।
Advertisment


Related Articles
Man Rapes Sister: ଭଉଣୀକୁ ବ୍ଲାକମେଲିଂ କରୁଥିଲା ଭାଇ; ସୁଯୋଗ ଦେଖି କଲା ଦୁଷ୍କର୍ମ; ଏତିକିରେ ଅଟକିଲାନି....
POSTED

Fertilizer Crisis: ରାଜ୍ୟରେ ସାର ଅଭାବକୁ ନେଇ ରାଜନୀତି; କେନ୍ଦ୍ର ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଯୋଗାଣ ମନ୍ତ୍ରୀଙ୍କ ଖଣ୍ଡନ
POSTED

Fertilizer Crisis: ସାର ଯୋଗାଣରେ ଅବ୍ୟବସ୍ଥା, କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)