scholarship
ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ୧୯ ତମ ପ୍ରଫେସର ଘନଶ୍ୟାମ ଦାସ ସ୍କଲାରସିପ ପ୍ରଦାନ କରାଯାଇଛି । ଇଂଜିନିୟରିଂ, ମେଡିକାଲ, STEM ଏବଂ ଲିବେରାଲ ଆର୍ଟ୍ସ କ୍ଷେତ୍ରରେ ଉଚ୍ଚ ଶିକ୍ଷା ପାଇଁ ଚଳିତ ବର୍ଷ ୬ ଜଣ ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ୍ ପ୍ରଦାନ କରାଯାଇଛି ।
ସ୍କଲାରସିପ୍ ପ୍ରଦାନ କରାଯାଇଥିବା ୬ ଜଣ ଛାତ୍ରଛାତ୍ରୀ ହେଲେ ପ୍ରିୟାଂଶୁ ପଣ୍ଡା, ହିମାଂଶୁ ଶେଖର ପାତ୍ର, ପ୍ରସନ୍ନ କୁମାର, ଅଭିପ୍ସା ଚୌଧୁରୀ ଏବଂ ପ୍ରିୟଙ୍କା ଦଳାଇ । ସେମାନେ ସମସ୍ତେ ମେଧାବୀ ଛାତ୍ରଛାତ୍ରୀ, କିନ୍ତୁ ଆର୍ଥିକ ଅନଗ୍ରସର ବର୍ଗର । ଏହି ସ୍କଲାରସିପ ସେମାନଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହାୟତା କରିବ ବୋଲି ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720109420.jpg)