Advertisment

Power cut woes: ମୋବଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି

ମୋବାଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି। ମୋବଇଲ ଲାଇଟରେ ଜିଲ୍ଲାପାଳ ପଢିଲେ ଅଭିଯୋଗ

author-image
Ramakrushna Dakua
Power cut woes

Power cut woes: IAS officer hears public grievances under mobile phone torchlight in Odisha

ମୋବାଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି। ମୋବଇଲ ଲାଇଟରେ ଜିଲ୍ଲାପାଳ ପଢିଲେ ଅଭିଯୋଗ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଟାଉନହଲରେ ଚାଲୁଥିବା ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ। ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା।

Advertisment

ମୋବାଇଲ ଟର୍ଚ୍ଚ ଲାଇଟରେ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ପଢିବା ସହ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ମିଳିତ ଜନ ଅଭିଯୋଗ ଶୁଣାଣିରେ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାୟଙ୍କ ସମେତ ଭଦ୍ରକ ଏସପି ମନୋଜ ରାଉତ, ଉପଜିଲ୍ଲାପାଳ, ସିଡିଏମଓ, ପିଡି, ତହସିଲଦାର ଓ ସମସ୍ତ ବିଭାଗର ମୁଖ୍ୟ ଅଧିକାରୀମାନେ ଊପସ୍ଥିତ ଥିଲେ ।

Odisha News Viral Video Odisha
Advertisment
Related Articles
Advertisment