Advertisment

ଶ୍ରୀମନ୍ଦିର ସୁରକ୍ଷାକୁ ବିପଦ ହିଡେନ କ୍ୟାମେରା, ଧରାପଡ଼ିଲେ ଆଉ ଜଣେ

ହିଡେନ କ୍ୟାମେରା ବିପଦ। ଶ୍ରୀମନ୍ଦିର ସୁରକ୍ଷାକୁ ବିପଦ ହିଡେନ କ୍ୟାମେରା। ହିଡେନ କ୍ୟାମେରା ନେଇ ଯିବା ବେଳେ ଯୁବକ ଅଟକ

ଅଦ୍ୟତନ ହୋଇଛି
ହିଡେନ୍ କ୍ୟାମେରା ବିପଦ

ହିଡେନ୍ କ୍ୟାମେରା ବିପଦ

Advertisment

ଜଣେପରେଜଣେଶ୍ରୀମନ୍ଦିରଭିତରକୁହିଡେନକ୍ୟାମେରାନେଇଯିବାକୁଉଦ୍ୟମକରିବାଘଟଣାଏବେସାମ୍ନାକୁଆସୁଛିଗତକାଲି(ସୋମବାର)ଗୁଜରାଟରଜଣେଯୁବକଧରାପଡ଼ିଥିବାବେଳେଆଜି (ମଙ୍ଗଳବାର)ପଶ୍ଚିମବଙ୍ଗରଜଣେଯୁବକଧରାପଡ଼ିଛନ୍ତି।ଶ୍ରୀମନ୍ଦିରରପଶ୍ଚିମଦ୍ବାରପଟେହିଡେନକ୍ୟାମେରାଯୁକ୍ତଚଷମାପିନ୍ଧିପ୍ରବେଶକରୁଥିବାବେଳେପୋଲିସତାଙ୍କୁଅଟକରଖିଥିଲା।

Advertisment

ସଂପୃକ୍ତଯୁବକହେଲେପ୍ରତିଶପାଲ।ତାଙ୍କଘରପଶ୍ଚିମବର୍ଦ୍ଧମାନଅଞ୍ଚଳରେ।ଯୁବକଙ୍କୁଥାନାରେଅଟକରଖିରେକର୍ଡଭିଡିଓଯାଂଚସହଚଷମାଜବତକରାଯାଇଛି।ଗତକାଲିଶ୍ରୀମନ୍ଦିରକୁସ୍ପାଏକ୍ୟାମେରାଧରିପଶିବାକୁଉଦ୍ୟମକରିବାବେଳେଗୁଜରାଟରବିପୁଲପଟେଲନାମକଜଣେଶ୍ରଦ୍ଧାଳୁଧରାପଡ଼ିଥିଲେ।ତାଙ୍କୁଥାନାରେଅଟକରଖିପଚରାଉଚରାକରାଯାଇଛି।

କିଛିଦିନତଳେପୁରୀ ଗଜପତି ନଗରର ଅଭିସିତ୍ କର ସ୍ପାଏ୍କ୍ୟାମେରାନେଇଶ୍ରୀମନ୍ଦିରଭିରରକୁଯାଇଥିବାବେଳେସଶସ୍ତ୍ର ସୁରକ୍ଷା ବାହିନୀ ଦ୍ୱାରା ଧରାପଡିଥିଲେ।

Advertisment

ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ, କ୍ୟାମେରା ନେଇ ଭିତର ବେଢାର ଫଟୋ ଉଠାଇବା ଉପରେ ପ୍ରତିବନ୍ଧକ ରହିଛି । ASI କିଭଳି ଭିତର ବେଢାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କଲା ସେନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ASI କି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଶ୍ରୀମନ୍ଦିରରେହିଡେନ୍କ୍ୟାମେରାକୁନେଇଆଇନ୍ମନ୍ତ୍ରୀଙ୍କପ୍ରତିକ୍ରିୟା।ଆଇନ ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିରଭିତରେଯିଏ ଫଟୋଉଠାଇବାକୁଚେଷ୍ଟାକରିବତାକୁ ଦଣ୍ଡିତକରାଯିବ।ମନ୍ଦିରଭିତରଫଟୋଉଠାଇଲେମିଳିବକଠୋରଦଣ୍ଡ।ଶ୍ରୀମନ୍ଦିରଭିତରେସ୍ପାଏକ୍ୟାମେରାଘଟଣାକୁଗମ୍ଭୀରତାରସହବିଚାରକରୁଛୁକହିଲେଆଇନମନ୍ତ୍ରୀ।ଏହାଜାଣିବାବିକଷ୍ଟ, କେବଳଫଟୋଉଠାଇବାବେଳେଜାଣିହେବ।ତାକୁକିଭଳିଭାବେକଠୋରତାରସହଚେକିଂହେବସେନେଇବିଚାରଚାଲିଛି।ଚଞ୍ଚକତାକରିଶ୍ରୀମନ୍ଦିରଫଟୋଉଠାଇବାକୁଚେଷ୍ଟାକଲେଦଣ୍ଡିତହେବେବୋଲିକହିଛନ୍ତିଆଇନମନ୍ତ୍ରୀ।

Advertisment

Odisha News Puri Srimandir Puri News Puri Jagannath Temple spy-glasses-camera spy-camera Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ