Advertisment

‘କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ’

ବିଧିବଦ୍ଧ ଭାବେ ମନମୋହନ ସାମଲଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ । ଲଗାତର ଦ୍ବିତୀୟ ଏବଂ ମୋଟ ଚତୁର୍ଥ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ ।

CM Praises Manmohan Samal’s Journey

CM Praises Manmohan Samal’s Journey

Advertisment

ପୁଣି ରାଜ୍ୟ ବିଜେପି ସଭାପତି ହେଲେ ମନମୋହନ ସାମଲ ନିର୍ଦ୍ବନ୍ଦ୍ବରେ ରାଜ୍ୟ ସଭାପତି ଭାବେ ହେଲେ ନିର୍ବାଚିତ ବିଧିବଦ୍ଧ ଭାବେ ମନମୋହନ ସାମଲଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ ଲଗାତର ଦ୍ବିତୀୟ ଏବଂ ମୋଟ ଚତୁର୍ଥ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ

Advertisment

ମନମୋହନ ସଭାପତି ଭାବେ ନିର୍ବାଚିତ ହେବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ବିଶାଳ ଉତ୍ସବରେ ତାଙ୍କୁ ସମ୍ପର୍ଦ୍ଧିତ କରାଯାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ଅନ୍ୟ ଦଳୀୟ ସାଂସଦ, ବିଧାୟକ, ବରିଷ୍ଠ ନେତାମାନେ ମନମୋହନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ନୂଆ ସଭାପତି ଭାବେ ନିର୍ବାଚିତ ହେବାପରେ ସମ୍ବୋଧନ ପ୍ରଦାନ କରି ମନମୋହନ କହିଛନ୍ତି, ମୋତେ ମିଳିଥିବା ଦାୟିତ୍ବ ସଂଗଠନ କର୍ମକର୍ତ୍ତାଙ୍କର କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ ଏ ସରକାର ରାଜ୍ୟରେ ୨୦୩୬ ମସିହା ବି ଦେଖିବ ରାଜ୍ୟରେ ବିଜେପି ସରକାର ଲମ୍ବା ସମୟ ଧରି ରହିବ ଶୋଇବା ନାହିଁ କିମ୍ବା କାହାକୁ ଶୋଇବାକୁ ଦେବା ନାହିଁ ବୋଲି କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ମନମୋହନ ଅସମ୍ଭବ ବୋଲି କିଛି ଡକ୍ସିନାରୀରେ ନାହିଁ, ସବୁ କିଛି କରିବା

Advertisment

ମନମୋହନଙ୍କୁ ପ୍ରଶଂସାରେ ପୋତିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିନେ ଯେ ପୋଷ୍ଟର ମାରୁଥିଲେ, ନିଜ ଅଧ୍ୟବସାୟ ବଳରେ ସେ ଆଜି ରାଜ୍ୟ ସଭାପତି। ଏଥିସହ ସେ ୪ ଥର ଏହି ପଦରେ ବସିଛନ୍ତି। ୨୦୨୪ରେ ମନମୋହନ ଭାଇଙ୍କ ପାଇଁ ରାଜ୍ୟରେ ସରକାର ହୋଇଛି ୨୧ରୁ ୨୦ ସାଂସଦ ଜିତିବା ମନମୋହନ ଭାଇଙ୍କ ନେତୃତ୍ବ ପାଇଁ ହୋଇଛି

ଓଡ଼ିଶାରେ ଚାଲିଛି ଟ୍ରିପଲ୍ ‘M’ ସରକାର ବିଜେପିର ନୂଆ ସଭାପତି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧନା ଅବସରରେ ଏହା କହିଛନ୍ତି ବିଜେପି ସାଂସଦ ସମ୍ବିତ ପାତ୍ର ସେ କହିଛନ୍ତି, ଓଡ଼ିଶାରେ ମୋଦି, ମୋହନ ଓ ମନମୋହନ ସରକାର ଚାଲିଛି ଦଳ ପାଇଁ ବଡ଼ ବଳିଦାନ ଦେଇଛନ୍ତି ମନମୋହନ ନିଜ ଆସନ କଥା ନଦେଖି ମନମୋହନ ରାଜ୍ୟରେ ବିଜେପି ସରକାର ଆସିବାକୁ ଗୁରୁତ୍ବ ଦେଇଥିଲେ ବୋଲି କହିଛନ୍ତି ସମ୍ବିତ ପାତ୍ର

Advertisment

ଅଧିକ ପଢନ୍ତୁ: ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ; ମୋଟ ଚତୁର୍ଥ ଥର ପାଇଁ ହେଲେ ସଭାପତି…

Manmohan Samal Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ